Odia News Portal

ଲାଞ୍ଚ ନେଇ ଧରା ପଡ଼ିଲେ ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ

ରାଜଗାଙ୍ଗପୁର : ଲାଞ୍ଚ ନେଇ ଧରା ପଡ଼ିଲେ ରାଜଗାଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀ। ବିଲ୍‌ ପାସ କରାଇବାକୁ ୨୪ ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ନେଇ ସ୍ଥାନୀୟ ଜଣେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଠିକାଦାର ଜଣଙ୍କ ଲାଞ୍ଚ ଦେଉ ଥିବା ସମୟରେ, ଭିଜିଲାନ୍ସ…

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ: ଶୀର୍ଷରେ ଭାରତୀୟ ଦଳ

ଦୁବାଇ : ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ଦଳ ଓ ଏହାର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଭାରତୀୟ ଦଳ ବିଶ୍ୱ ମାନ୍ୟତାରେ ସର୍ବାଧିକ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ବିରାଟ ୯୨୨…

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶାଳପତ୍ର ଶ୍ରମିକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । ପୂର୍ବରୁ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଏହାକୁ ଛାଡ଼ କରିଛନ୍ତି ରାଜ୍ୟ ସରକାର । ପୂର୍ବସୂଚନା ମୁତାବକ ବନଜାତ ଦ୍ରବ୍ୟ ଉପରେ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟରେ ଅଛନ୍ତି ୩ କୋଟି ୧୮ଲକ୍ଷ ୭୮୭ ଜଣ ଭୋଟର

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୧୯ ମସିହା ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ତାଲିକା ସଂଶୋଧନ ପରେ ପାଞ୍ଚ ଲକ୍ଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ୨୦୧୯ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଛି । ତାଲିକା ସଂଶୋଧନ ପରେ  ରାଜ୍ୟରେ ପାଞ୍ଚ ଲକ୍ଷ ଭୋଟରଙ୍କ…

ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ : କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି…

କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡ଼ିଲେ ବିଜେପୁର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ଦଳର କାର୍ଯ୍ୟାଧାରା ଉପରେ କ୍ଷୁବ୍ଧ ହୋଇ ଶ୍ରୀ ସାହୁ ଏଭଳି ନିଷ୍ପତି ନେଇଛନ୍ତି  । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି  ।…

କଣ୍ଡିରା ଗାଁରେ ଫୁଟିଲା ଗୁଳି ! ଘରୁ ଡାକିନେଇ ହତ୍ୟା

ଦିନ ଦ୍ବିପ୍ରହରରେ ଲୋକଙ୍କ ଆଗରେ ଗୁଳି କରି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଣ୍ଡିରା ହରିଜନପଡାରେ ଘଟିଛି ଗୁଳିକାଣ୍ଡ । ମୃତକ ହେଲେ କଣ୍ଡିରା ହରିଜନପଡାର ଟୁବୁଲା ସେଠୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା…

ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଅଲାରନାଥ

ବ୍ରହ୍ମଗିରି:  ଆଜି ମହାପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ। ରାଜାରାଜେଶ୍ବର ବେଶରେ ପ୍ରଭୁ ଅଲାରନାଥ ଦର୍ଶନ ଦେବେ । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ବର୍ଷ ତମାମ ମହାପ୍ରଭୁ ମନ୍ତ୍ରସ୍ନାନ ହେଉଥିବାବେଳେ ଆଜି ୧୦୮କଳସରେ ମହାପ୍ରଭୁ ମହାସ୍ନାନ ହେବେ । ସେଥିପାଇଁ…

ଦିଗା ଜାନବାଇ ଜଙ୍ଗଲରେ ମାଓହିଂସା , କାଟିଲେ ଏସାର୍‌ ପାଇପ୍‌ ଲାଇନ୍‌

ମାଲକାନଗିରି:  ସ୍ବାଭିମାନ ଅଞ୍ଚଳରେ ଉପସ୍ଥିତ ଜାହିର କଲେ ମାଓବାଦୀ । ବିଳମ୍ବିତ ରାତିରେ ଏସାର କମ୍ପାନୀର ପାଇପ୍ କାଟିଲେ ମାଓବାଦୀ। ଦୀର୍ଘ ଦିନର ନୀରବତା ପରେ ମାଲକାନଗିରିରେ ପୁଣି ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦିଗଜାନବାଇଠାରେ…

କଳା ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯

ଆସିକା : ଲୋକ କଳା ଓ ଲୋକ ନୃତ୍ୟରେ ଦୁଲୁକୁଛି ଆସିକା ଫେଷ୍ଟ-୨୦୧୯ । ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ପରିବେଷଣ କରାଯାଉଛି। ଶୀତୁଆ ସଂଧ୍ୟାରେ ଆସିକା ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ପ୍ରଥମ ଥର ପାଇଁ ଆୟୋଜିତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.