Odia News Portal

ସୁନ୍ଦରଗଡରେ ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ, ୧୩ ବାଇକ ଉଦ୍ଧାର ସହ ୧୪ ଗିରଫ

ସୁନ୍ଦରଗଡ : ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ । ୧୪ ଜଣ ଗିରଫ ହୋଇଥିବା ବେଳେ ୧୩ ବାଇକ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ୍‌ ଚୋରି ହୋଇ ଆସୁଥିଲା । ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଆନ୍ତଃ…

କାବୁ ହେଲା ବାଘ : କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ

ଭୁବନେଶ୍ବର : କାବୁ ହେଲା ବାଘ । ଜନ୍ତାରେ ପଡ଼ିଲା କଲରାପତରିଆ । ଅପରେସନ୍‌ ଟାଇଗରରେ ଭୁବନେଶ୍ୱର ବିମାନବନ୍ଦର ନିକଟରୁ କଲରାପତରିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ଦିନ ୧୧ଟାରୁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ଅପରେସନ୍‌ । ଶେଷରେ ରାତି ପାଖାପାଖି ତିନିଟା ବେଳେ ବାଘକୁ…

ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ : ଆଜି ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ମୁଖ୍ୟମନ୍ତ୍ରୀ ୧୧ଟାରେ କଣାସ ବ୍ଲକ ଗଡ଼ସାହି ମେଳଣ ପଡିଆରେ ପହଞ୍ଚିବେ। ଏହାପରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ୨୦ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ଏକ ସାଧାରଣ…

କାଳିଆ ସ୍କଲରାସିପ ପୋର୍ଟାଲର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ( ଚକ୍ରଧର ମାଝି ) :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କାଳିଆ ସ୍କଲରାସିପ୍ ଯୋଜନାର ୱେବ ପୋର୍ଟାଲ୍ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍କଲାରସିପ୍ ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର,…

ପ୍ରଣବଙ୍କୁ ଆର୍ଶିବାଦ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଯାଜପୁର ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ବିଧାୟକ ପ୍ରଣବ…

ପୁଲଓ୍ଵାମା ଆକ୍ରମଣରେ ରହିଛି ପାକିସ୍ତାନ ସେନାର ହାତ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନାର ହାତ । ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ପାକିସ୍ତାନ ସେନାର ସନ୍ତାନ । ଜମ୍ମୁ-କାଶ୍ମୀରରେ ସେନା, ସିଆରପିଏଫ୍ ଓ ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଜୈଶ-ଏ-ମହମ୍ମଦକୁ ଆଇଏସ୍ଆଇ…

2196 କୋଟିର ପୁଂଜିନିବେଶ ଓ 3465 ନିଯୁକ୍ତି ସୁଯୋଗ

ଭୁବନେଶ୍ବର ()  ଓଡିଶାକୁ ପୂର୍ବ ଭାରତରେ ଏକ ଉତ୍ପାଦନ ହବ ଭାବେ ପରିଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନରେ ଆଜି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ 18ଟି ନୂଆ ବୃହତ ଶିଳ୍ପର ଭୂମୀପୂଜା ଓ ଶିଳାନ୍ୟାସ…

ଧରା ପଡୁନି କଲରାପତରିଆ

ଭୁବନେଶ୍ୱର, ( ଚକ୍ରଧର ମାଝି ) :  ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ…

ପାକିସ୍ତାନୀ ଗାୟକଙ୍କୁ ନିଜ ଫିଲ୍ମରୁ ବାହାର କଲେ ସଲମାନ

ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ହୋଇଥିବା ଆତ୍ମଘାତୀ ହମଲାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ଦେଖା ଦେଇଛି | ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନି | ଅଧିକାଂଶ ବଲିଉଡ କଳାକାର ଏହାକୁ ନିନ୍ଦା କରିଛନ୍ତି | ଏହାସହ ଅନେକ ବଲିଉଡ କଳାକାର ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା…

ପାକିସ୍ତାନୀ ଚୋରଙ୍କ ମୁହଁ ଟାଣ

ପୁଲୱାମା ଆତଙ୍କବାଦୀ ହମଲା ପରେ ସବୁଆଡୁ ଏକଘରିକିଆ ହେବା ଆଶଙ୍କାରେ ପାକିସ୍ତାନ ଏକ ନୂଆ ଚାଲ ଖେଳିବା ସହିତ ଚୋରଙ୍କ ମହଁ ଟାଣ ଭଳି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବକୱାସ ଆରମ୍ଭ କରିଛି । ପୁଣି ଆତଙ୍କୀ ହମଲା ଘଟଣା ଉପରେ ଦୋଷ ଛଡ଼ାଇ ଇମ୍ରାନ କହିଲେ, ପ୍ରମାଣ ନଥାଇ ପାକିସ୍ତାନ ଉପରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.