Odia News Portal

 ନଭେମ୍ବର ୧୫ ସୁଦ୍ଧା ସିସିଟିଭି 

୨୦୨୫ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ଜଳ ଘେରରେ ମାଲକାନଗିରି। ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ହୋଇଛି। ଜିଲ୍ଲାର ପୋଟେରୁ ଗ୍ରାମ ସମ୍ପୂର୍ଣ୍ଣ ରୂପେ ଜଳ ମୟ ହୋଇଥିବା ବେଳେ ଗ୍ରାମ ମଧ୍ୟରେ ପ୍ରାୟ ୫ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି କାଲିମେଳା ଯାତାୟାତ ସମ୍ପୂର୍ଣ…

ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ

ଏବର୍ଷ ବି ଦିଲ୍ଲୀରେ ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି…

ଭଙ୍ଗା ହେବ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା।…

ମେଡିକାଲ ଆସି ଷ୍ଟେସନ୍‌ରୁ ନିଖୋଜ ଅବସରପ୍ରାପ୍ତ ରେଲୱେ କର୍ମଚାରୀ

ମେଡିକାଲ ଚେକ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ଆସିଥିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ। ହେଲେ ଘରକୁ ଫେରିବା ବେଳେ ଭୁବନେଶ୍ୱର ଷ୍ଟେସନ୍‌ରୁ କେଉଁ ଆଡେ ଚାଲିଗଲେ। ପରିବାର ଲୋକେ ତାଙ୍କୁ ଖୋଜୁଛନ୍ତି। ହେଲେ ତାଙ୍କ ପତ୍ତା ପାଉନାହାନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା…

ଶ୍ରୀମନ୍ଦିର ଜଗିବ AI କ୍ୟାମେରା

CCTV ବା ଥାର୍ଡ ଆଇ କଭରରେ ରହିବ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ  । ତା ସାଙ୍ଗକୁ ବେଳାଭୂମି ସହ ରହିବ ପୁରା ସହର। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ AI କ୍ୟାମେରା। ଭିଡ ନିୟନ୍ତ୍ରଣ, ଭିତର ଶୋଧ, ସନ୍ଦିଗ୍ଧ ଗତିବିଧି, ମୋବାଇଲ ତଥା ଆଧୁନିକ ଯନ୍ତ୍ରପାତି ଉପରେ ନଜର…

ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ଲୋକେ

ପୁରୀ ବେଳାଭୂମୀରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ। ୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। …

ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ: ଶ୍ରମ ମନ୍ତ୍ରୀ

ଭଦ୍ରକରେ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ଗୃହରେ ସେ କହିଛନ୍ତି, ପାରାଦୀପରେ ଏକ ମେଗା ଫିଡ କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର…

୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି

ରାଜ୍ୟର ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ୩୦ଟି ଷ୍ଟାଡିୟମ କାମ ଚାଲିଛି । ୧୦ଟିର…

ହାକ୍ କରି ବିକ୍ରି ହେଉଛି ଚାକିରି

ଗଜପତି ଜିଲ୍ଲାର ଜଣେ ପ୍ରାର୍ଥୀ। ଗତ ବର୍ଷ ଜୁଲାଇ ମାସରେ ପଂଚାୟତ ନିବାର୍ହୀ ଅଧିକାରୀ ବା ପିଇଓ ପରୀକ୍ଷାରେ ୧୮୦ ମାର୍କରୁ ରଖିଥିଲେ, ମାଇନସ୍ ୭। ମାନେ ଶୂନ ଠାରୁ ବି କମ। କିଛି ମାସ ପରେ ଅର୍ଥାତ୍ ୨୦୨୪ ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ। ଆଉ ତାଙ୍କୁ ୧୫୦…