ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍; ୨ଟି ଟ୍ରେନ୍ ବାତିଲ ଓ ୬ଟିର ସମୟ ବଦଳିଲା
ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଗତ ରାତିରେ ଲାଇନ୍ଚ୍ୟୁତ ହୋଇଛି। ମଞ୍ଚେଶ୍ୱର ଷ୍ଟେସନ ୟାର୍ଡରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଥିଲା। ଫଳରେ ୨ଟି ଟ୍ରେନ୍କୁ ବାତିଲ କରାଯିବା ସହ ଓ ୬ଟି ଟ୍ରେନର ଯାତାୟାତ ସମୟ ବଦଳିଛି ।
ଗତକାଲି ରାତି ପ୍ରାୟ ୧ଟା ୩୫ରେ!-->!-->!-->…
