ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି
ଜନ୍ମମାଟିରେ ପଠାଣି ସାମନ୍ତଙ୍କୁ ଅବହେଳା । ଅବହେଳିତ ଅବସ୍ଥାରେ ପଡ଼ିରହିଛି ପଠାଣି ସାମନ୍ତ ସଂଗ୍ରହାଳୟ । ଛାତରୁ ଗଳୁଛି ପାଣି, ନଷ୍ଟ ହେଲାଣି ଅନେକ ଯନ୍ତ୍ରପାତି । ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପଠାଣି ସାମନ୍ତ ସଂଗ୍ରହାଳୟ ଅବହେଳିତ!-->…
