୩ ଚେନ୍ ଲୁଟେରାଙ୍କୁ ଧରିଲା ପୁଲିସ
କଟକ ଜିଲ୍ଲା ବାରଙ୍ଗ ଥାନା ପୁଲିସ ହାତରେ ଚେନ ଲୁଟେରା ଗ୍ୟାଙ୍ଗ। ଶୁକ୍ରବାର ଦିନ ଫୁଲ ପୋଖରୀ ଠାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲେ ଦୁର୍ବୃତ୍ତ। ପୁଲିସ ବିଭିନ୍ନ ଜାଗାରୁ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଗତକାଲି ଲୁଟେରାଙ୍କୁ ଠାବ କରିଥିଲା। ପରେ ଚଢ଼ାଉ କରି ୩ ଜଣ!-->…
