Odia News Portal

ଥାନାଧିକାରୀଙ୍କୁ ହତ୍ୟା ଧମକ !

କନ୍ଧମାଳ : କନ୍ଧମାଳରେ କିଛିଦିନର ନିରବତା ପରେ ମାଓବାଦୀଙ୍କ ପାଦ୍ରୁଭାବ ପୁଣି ବଢିବାରେ ଲାଗିଛି । ଆଜି ଲାଲାବହିନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଅସ୍ତିତ୍ୱ ଜାହିର କରିଛି । ଏପରିକି ପୋଷ୍ଟରରେ ଥାନା ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଛି । ସୂଚନାନୁସାରେ, ଆଜି କନ୍ଧମାଳ…

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବୋଟନୀ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୫ଜଣ ଏହି ଚଢାଉ କରିଛନ୍ତି। ଚଢାଉ ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।…

ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି : ୬ଜଣ ଆହତ

ଘଟଗାଁ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ହରିଚନ୍ଦନପୁର ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ଯୁବକର ବାହାଘରର ବରଯାତ୍ରୀ ନିମନ୍ତେ ଗ୍ରାମର ଯୁବକମାନେ…

୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଜ୍ୟୋତିର୍ମୟୀ

ଦୀର୍ଘ ୩୪ ଘଣ୍ଟା ଧରି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ହାରି ଯାଇଛନ୍ତି ହୀରାକୁଦର ଜ୍ୟୋତିର୍ମୟୀ ନାୟକ। ୨ ଝିଅ ଜନ୍ମ ଦେଇଥିବାରୁ ପରିବାର ଲୋକ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ, ଆଜି ସେ ଆଖି ବୁଜିଛନ୍ତି।…

ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା, ଏଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଗତଥର ପରି ଏଥର ଯେମିତି ପ୍ରଶ୍ନପତ୍ର ଯେମିତି ଭାଇରାଲ ନ ହୁଏ, ସେଥିପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି।…

ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ ଟଙ୍କା

ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ୟ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଚାଷୀ…

ସମ୍ପର୍କ ମଜବୁତ୍ ପାଇଁ କରନ୍ତୁ ଏହି କାମ 

କୌଣସି ବି ସମ୍ପର୍କକୁ ମଜବୁତ୍ ଭାବେ ନିଭାଇବା ପାଇଁ ପରସ୍ପର ମଧ୍ୟରେ କିଛି ଦୂରତା ରଖିବା ଆବଶ୍ୟକ । କିନ୍ତୁ କିଛି ସମୟରେ ଲୋକେ ଭୁଲ୍ କରି ବସନ୍ତି । ଭଲପାଇବା ଥିବା ସତ୍ତ୍ବେ ମଧ୍ୟ ନିଜର ସାଥୀଙ୍କ ସହିତ କିଛି ଦୂରତା ରଖିବା ଦରକାର । ବ୍ୟକ୍ତିଗତ ଦୂରତାକୁ ଭୁଲ୍ ଭାବେ ନେବା ଠିକ୍ ନୁହେଁ ।…

ପୁଲଓ୍ବାମା: ପୁଣି ବୟାନ ପାଇଁ ଅଡୁଆରେ ସିଦ୍ଧୁ

ପୁଲଓ୍ବାମାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବାପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ତମ୍ବି ତୋଫାନ ସୃଷ୍ଟି କରିଥିବା ଏହି ମନ୍ତବ୍ୟରେ ସିଦ୍ଧୁ କହିଥିଲେ, “ଆତଙ୍କବାଦର ଧର୍ମ ନଥାଏ କି…

ଦୁଇ ଓଡ଼ିଆ ସହିଦଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା। ଏହି ଦୁଇ ସହିଦ୍ଙ୍କ ପରିବାର…

କୋହଲିଙ୍କ ଟୁଇଟକୁ ନେଇ ଦେଶବ୍ୟାପି ଆଲୋଡନ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସ୍ତବ୍ଧ ସାରା ବିଶ୍ବ । ପ୍ରାୟ ୪୪ ଜଣ ଯବାନ ଏହି ଆକ୍ରମଣରେ ହୋଇଛନ୍ତି ସହିଦ୍ । ଏହି ଘଟଣା ପରେ ସାରା ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଦେଶର ଏହି ଶୋକାକୂଳ ପରିବେଶରେ କ୍ୟାପଟେନ୍ କୋହଲି ଏମିତି କିଛି କରିଦେଇଛନ୍ତି ଯାହା ଫଳରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.