Odia News Portal

‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ପଡ଼ିଲା ପାକିସ୍ତାନ

ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ଦେଇଛନ୍ତି। ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ…

‘ମୁଁ ଆପଣଙ୍କ ସାଥୀରେ ଅଛି’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୩୭ଜଣ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଯବାନ ରହିଛନ୍ତି । ଦୁଇ ଓଡିଆ ଯବାନ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ରତନପୁର ଗାଁରେ ମନୋଜ କୁମାର…

ଆଜି ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା

ଆଜି କୃଷକଙ୍କୁ ମିଳିବ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଟଙ୍କା ।କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଟଙ୍କା ବାଂଟିବେ । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ୟ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ…

ବିଏସଏନ୍‌ଏଲ୍‌ ବନ୍ଦ ଖବରକୁ ଖଣ୍ଡନ କଲେ : ଓଡିଶା ସର୍କଲର ସିଜିଏମ୍‌ ସତ୍ୟାନନ୍ଦ ନାୟକ

ଭୁବନେଶ୍ୱର  : ଭାରତ ସଞ୍ଚାର ନିଗମ ଲିମିଟେଡ-ବିଏସଏନ୍‌ଏଲ୍‌ର ସେବା ବନ୍ଦ ନେଇ ପ୍ରଚାରିତ ଖବର ମିଥ୍ୟା । ଏ ସଂପର୍କିତ ଖବରକୁ ଖଣ୍ଡନ କରିଛନ୍ତି ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍‌ ସତ୍ୟାନନ୍ଦ ନାୟକ ।  ସେ କହିଛନ୍ତି ବିଏସଏନ୍‌ଏଲ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ସେବା ଓ ସୁବିଧା ଯୋଗାଇ…

ଆଜି କୁହୁଡି ବଳୟରେ ରାଜଧାନୀ

ଭୁବନେଶ୍ବର : କୁହୁଡି ବଳୟରେ ରାଜଧାନୀ। ରାଜ୍ୟରେ ଶୀତର ପ୍ରକୋପ କମିଥିବାବେଳେ ଆଜି ସକାଳୁ ସକାଳୁ ପୁଣି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ଜିରୋ ଭିଜିବିଲିଟି ଥିଲା। ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଚି ହୋଇଥିଲା। ଲୋକମାନେ ଗାଡି ଲାଇଟ୍‌ ଲଗାଇ ଯିବାଆସିବା…

କଶ୍ମୀରର ଆତ୍ମଘାତୀ କାର୍ ଆକ୍ରମଣ : ଦୁଇ ଜଣ ଓଡ଼ିଆ ଯବାନ ସହିଦ

ପୁଲଓ୍ଵାମା ଏନ୍‌କାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ । ଦୁଇ ଜଣ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ପ୍ରସନ୍ନ ସିଆରପିଏଫ୍‌ରେ ହେଡ୍‌ କନ୍‌ଷ୍ଟେବଳ ଭାବେ କାମ କରୁଥିଲେ । …

ଶସ୍ତା ହେଲା ସୁନା ମୂଲ୍ୟ

ଦିଲ୍ଲୀ : ଲଗାତାର ଚତୁର୍ଥ ଦିନ ଧରି ସୁନା ମୂଲ୍ୟ ହ୍ରାସ ପାଇଛି । ଆଜି ପୁଣି ସୁନା ୫୦ ଟଙ୍କା କମିଛି । ଆଜି ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪ ହଜାର ଅଛି । ସୁନାର ଦାବି କମିଯିବା ହେତୁ ମୂଲ୍ୟ ହ୍ରାସ ପାଇଥିବା ଗହଣା ବ୍ୟବସାୟୀ କହିଛନ୍ତି । ସୁନା ସହ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ରୂପା…

ଆଜିଠୁ ଦେଶରେ ଲାଗୁ ହେବ ୪ଟି ନୂଆ ନିୟମ ; ଆସନ୍ତୁ ଜାଣିବା କ’ଣ

ଦିଲ୍ଲୀ : ମୋଦି ସରକାରଙ୍କ ଶାସନକାଳରେ ଦେଶରେ ଅନେକ ବଡ ବଡ ପରିବର୍ତ୍ତନ କରିଛନ୍ତି । ଚଳିତ ମାସରେ ମୋଦି ସରକାର ଅନେକ ବଡ ବଡ ଘୋଷଣା କରିଛନ୍ତି । ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ୪ଟି ବଡ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଦେଶରେ ନୂଆ ନିୟମ ଲାଗୁ ହେବ ।…

୧୫ ଓ ୧୬ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟର ଘଡ଼ଘଡ଼ି ସହ କୁଆପଥର ପଡ଼ିବ । ୧୫ ଓ ୧୬ ତାରିଖ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଶୁକ୍ରବାର ତୁଳନାରେ ଶନିବାର ଦିନ ଅଧିକ…

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ : କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ପ୍ରଥମ କିସ୍ତିର ଶୁଭାରମ୍ଭ

ଆଜି  କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବଣ୍ଟାଯିବ ଟଙ୍କା । ପ୍ରଥମ କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ । କେନ୍ଦ୍ରାପଡ଼ାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାପୂର୍ବରୁ ଭୁବନେଶ୍ୱରରେ ଆଜି ଜିଲ୍ଲାସ୍ତରୀୟ ପ୍ରଶିକ୍ଷକଙ୍କ ପାଇଁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.