Odia News Portal

ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର

ଗଞ୍ଜାମ : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ। ତାର ୨ଟି ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଞ୍ଜନଗର ନିକଟସ୍ଥ ଗଣ୍ଡିଶୁଳା ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ସେ…

ସ୍ପୋର୍ଟସ ଷ୍ଟାର ଆୱାର୍ଡ : ଶ୍ରେଷ୍ଠ, ସର୍ବଶ୍ରେଷ୍ଠ ନବୀନ ଓଡିଶା

ସ୍ପୋର୍ଟସ ଷ୍ଟାର କ୍ରୀଡା ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ ପୁରସ୍କାର ପୁରସ୍କାରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ସଫଳତାର ଝୁଙ୍କ ଆପଣଙ୍କୁ ସଫଳ କରିବ ଭୁବନେଶ୍ବର () ସ୍ପୋର୍ଟସ ଷ୍ଟାର କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ…

ଭ୍ୟାଲେଣ୍ଟାଇନ୍ସ ଡେ କେମିତି ପାଳିଳେ ବିରୁଷ୍କା,ଜାଣନ୍ତୁ …

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବିରୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ଚଳିତ ବର୍ଷ ଏକାଠି ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ୍ସ ଡେ’ ପାଳନ କରିଛନ୍ତି। ଉଭୟ ଦମ୍ପତି ଭ୍ୟାଲେଣ୍ଟାଇନ୍ସ ଡେ’ ପୂର୍ବ ରାତିରେ ଦିଲ୍ଲୀର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ନ୍ୟୁଏଭାରେ…

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୪୨ ଯବାନ ସହିଦ

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା। ଏହି ଆତଙ୍କୀ ହମଲାରେ ଘଟଣାସ୍ଥଳରେ ୪୨ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୁଲୱାମାର ହାଇୱେ ଉପରେ ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ସୂଚନା ମୁତାବକ ରାସ୍ତାରେ ଛିଡ଼ା ହୋଇଥିବା ସିଆରପିଏଫ ଯବାନଙ୍କ ଗାଡ଼ିରେ ଖଞ୍ଜା ହୋଇଥିଲା ଆଇଇଡ଼ି । ଏହାର…

ଭାରତର ଏହି ସ୍ଥାନରେ ବିବାହ ପରେ ମହିଳାମାନେ ୫ଦିନ ପୋଷାକ ପିନ୍ଧନ୍ତି ନାହିଁ, କାରଣ ଜାଣନ୍ତୁ

ଭାରତରେ ଏପରି ବହୁତ ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ପରମ୍ପରା ଚାଲିଥାଏ। ଏପରି ଏକ ପରମ୍ପରାଯୁକ୍ତ ସ୍ଥାନ ହେଉଛି ହିମାଚଳ ପ୍ରଦେଶ। ଏଠାରେ ସ୍ବାମୀ ସ୍ତ୍ରୀ ପରସ୍ପର ସହିତ କଥା କହିପାରନ୍ତି ନାହିଁ। ଏହା ସହିତ ବିବାହର ୫ଦିନ ଯାଏଁ ସ୍ତ୍ରୀ ବିବସ୍ତ୍ର ରହିଥାନ୍ତି। ଏହି ପ୍ରଥା ଏଠାରେ ଦୀର୍ଘ…

ସଂସଦକୁ ମହିଳା ସାଂସଦ ଏମିତି ଲୋ-କଟ ଡ୍ରେସ ପିନ୍ଧି ଆସିଲେ, ଲୋକେ କଣ କହିଲେ ପଢନ୍ତୁ

ବ୍ରାଜିଲର ଜଣେ ନେତ୍ରୀ ତଥା ସାଂସଦ ପିନ୍ଧିଥିବା ଡ୍ରେସକୁ ନେଇ ସେ ସୋସିଆଲ ମିଡ଼ିଆରେ ଟ୍ରଲର ଶିକାର ହୋଇଛନ୍ତି | ତାଙ୍କ ଡ୍ରେସକୁ ନେଇ ଲୋକେ ତାଙ୍କୁ ନାନା ସମାଲୋଚନା କରିଛନ୍ତି | ବ୍ରାଜିଲର ମହିଳା ସାଂସଦ ଏନା ପାଉଲା ଦି ସିଲଭା ଏକ କାର୍ୟ୍ୟକ୍ରମରେ ଲୋ-କଟ ଡ୍ରେସ ପିନ୍ଧି ସଂସଦକୁ…

ପ୍ରଥମ ଥର ପାଇଁ କମିଶନରେଟ୍ ପୋଲିସରେ ବଡ ବଦଳି ଝଡ

କମିଶନରେଟ୍ ପୁଲିସ୍ରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ…

ନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ନିକଟରେ ବିଜେଡିର ଦାବି

ଭୁବନେଶ୍ବର ()  ତନି ଦିନିଆ ଓଡ଼ିଶାରେ ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସା । ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରୁଛନ୍ତି । ଏହି କ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ…

ନିର୍ବାଚନ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ବର :  ଭୁବନେଶ୍ବରରେ ନିର୍ବାଚନ କମିଶନରଙ୍କ ଟିମ୍ । ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନର ସମୀକ୍ଷା କରୁଛନ୍ତି । ଆଜି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ…

ହୀନ ମାନସିକତାର ଆଉ ଏକ ନମୁନା, ଜନ୍ମ ପୂର୍ବରୁ ଭୃଣ ହତ୍ୟା କରି ପୋଖରୀକୁ ପିଙ୍ଗି ଦେଲା ମା’

ଗଞ୍ଜାମ : ହୀନ ମାନସିକତାର ଆଉ ଏକ ନମୁନା । ଜନ୍ମ ପୂର୍ବରୁ ଭ୍ରୁଣ ହତ୍ୟା କରି ପୋଖରୀକୁ ଫୋପାଡି ଦେଲା ମାଆ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତରପଡା ଗାଁ ନିକଟରେ । ସକାଳୁ ଗାଁ ନିକଟରେ ଥିବା ପିଲିଖାଇ ନାଳରେ ଏକ ଅପରିପକ୍ୱ ପୁତ୍ର ସନ୍ତାନର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.