ବନ୍ଧାହେବେ ଦୁର୍ନୀତିଗସ୍ତ ବାବୁ
ବିଭିନ୍ନ ଜିଲ୍ଲାରେ ହୋଇଥିବା ଡିଏମଏଫ ଦୁର୍ନୀତିର ହେବ ତଦନ୍ତ। ବନ୍ଧା ହେବେ ଦୁର୍ନୀତିଗସ୍ରସ୍ତ। ଖଣି ମନ୍ତ୍ରୀ କହିଛନ୍ତି, ସରକାର ପ୍ରାଥମିକତା ହେଉଛି ଶୁନ ଦୁର୍ନୀତି। ଏହାସହ ଦୁର୍ନୀତି ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ।
ଏ କଥା ମୁଖ୍ୟମନ୍ତ୍ରୀ ମଧ୍ୟ କହି ସାରିଛନ୍ତି!-->!-->!-->…
