ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଦେଲେ ମହିଳା
ଦେହରା ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଆଜି ଏପରି ଘଟଣା ଘଟିଛି। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି l
ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ ଶଙ୍କର!-->!-->!-->…
