Odia News Portal

ଏଥର ପୁରୀ ଅଭଡ଼ା ମହାପ୍ରସାଦ ମିଳିବ ଏହି ସୁଲଭ ମୂଲ୍ୟରେ: ଜାଣନ୍ତୁ କାହା ମୂଲ୍ୟ କେତେ

ଓଡ଼ିଶାର ଚଳନ୍ତି ଭଗବାନ ଜଗନ୍ନାଥଙ୍କ ମହିମା ବିଷୟରେ କିଏ ବା ନ ଜାଣେ | ସାରା ଜଗତର ରକ୍ଷାକର୍ତ୍ତା ଅଟନ୍ତି ଆମ ଜଗନ୍ନାଥ | ସବୁ ଓଡ଼ିଆଙ୍କ ମନର ଏଠି ପାଇଁ ଅନେକ ଗର୍ବ ଆମ କାଳିଆ ସାଆନ୍ତ ଙ୍କ ପାଇଁ | ପୁରୀ ଗଲେ କିଏ ବା ଅଭଡ଼ା ଖାଇବା ପାଇଁ ମନ ନକରେ କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ…

ତାରପଲିନ ତଲେ ବିତୁଛେ ଜୀବନ୍‌: ଏଠି ମନ୍ତ୍ରୀକଁର କଥା ପାନିର ଗାର

ଅତାବିରା: ସାଧାରନ ନିରବାଚନ୍‌ ଦିନ୍‌ ଯେତ୍‌କି ପାଖେଇ ଆସୁଛେ କେନ୍ଦ୍ର ଆର ରାଏଜ୍‌ ସରକାର ତହଁକି ତହଁକି ଗୁଟେ ପରେ ଗୁଟେ ଯୋଜ୍‌ନା ଘୋଷନା କରୁଛନ୍‌। ହେଲେ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଆଗରୁ ଚାଲୁ ରଖିଥିବାର ଯୋଜ୍‌ନାର ଲାଭ୍‌ ହିତାଧିକାରୀମାନକର ପାସେ ପୁହୁଁଚି ନାଇଁପାରବାର। କେତେ…

ଧର୍ମେନ୍ଦ୍ର, ନଵୀନ ଓ ନିରଞ୍ଜନଙ୍କ ପାଇଁ ପରୀକ୍ଷା ! ୧୯ ରାଜନୀତିରେ ଅଡୁଆ ହିଁ ଅଡୁଆ : ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ବର : ୨୦୧୯ ଏପ୍ରିଲ-‌ମେରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ୨୦୧୮ରୁ ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଢେର୍ କସରତ ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରସ୍ତୁତ କରିଥିବା ଭିତ୍ତିଭୂମିକୁ ଆଧାର କରି ୨୦୧୯ ନିର୍ବାଚନର ସାମ୍ନା…

ବିଦ୍ୟୁତ ଫାଶରେ ଲାଗି ଅଣ୍ଡିରା ହାତୀ ମୃତ

ସାତମାଇଲି: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ପଞ୍ଚାୟତ କଞ୍ଜାମୁଣ୍ଡିଆ ପାହାଡ଼ରୁ ବୁଧବାର ଏକ ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାହାଡ଼ ଉପରେ ଶିକାରୀ ଜଙ୍ଗଲୀ ଜନ୍ତୁ ଲାଗି ବିଛାଇଥିବା ବିଦ୍ୟୁତ ଫାଶ ସଂସ୍ପର୍ଶରେ ଆସିବା ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା

ଥିରୁଭାନନ୍ଥପୁରମ୍‌: କେରଳର ସାବରିମାଲା ମନ୍ଦିରରେ ବୁଧବାର ଭୋର୍‌ ୩ଟା ୪୫ରେ ଦୁଇ ମହିଳା ଗୁପ୍ତରେ ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ଏହାଦ୍ୱାରା ଏଠାରେ ପ୍ରଚଳିତ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୫୦ ବର୍ଷରୁ କମ୍‌ ବୟସ୍କ ଦୁଇ…

ଶିକ୍ଷୟିତ୍ରୀ ନିରୁପମା ଏବେ କୁଲି ମଜୁରିଆଣି !

ଫିରିଙ୍ଗିଆ: ଦିନେ ସେ ଶିକ୍ଷୟିତ୍ରୀ ଥିଲେ। ପିଲାଙ୍କୁ ପାଠ ପଢାଉଥିଲେ ଆଉ ଯତ୍ନ ବି ନେଉଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା । ବିନା କାରଣରେ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା। ଆଉ ଏବେ କୁଲି ମଜୁରି କରି ପରିବାର ଚଳାଉଛନ୍ତି ସେହି ଶିକ୍ଷୟିତ୍ରୀ ଜଣକ । ଅଭିଯୋଗ କଲେ ଦୁଃଖ ଶୁଣିବାକୁ କେହି…

ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର

ଜଗତସିଂହପୁର: ଜିଲ୍ଲା ସଦର ଥାନା କଣ୍ଟାପଡା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅଘଟଣ । ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ କଣ୍ଟାପଡା ଗାଁର ଚକ୍ରଧର ସ୍ୱାଇଁ ।…

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୂଡ଼ି ଭେଟି ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା…

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଆଜି ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କାର୍ଯ୍ୟାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମଧ୍ୟାହ୍ଣ ୧୨ଟା ପାଖାପାଖି ପୁରୀରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦିରକୁ…

ନୂଆବର୍ଷ ନନ୍ଦନକାନନରେ ବୁଲିଲେ ୪୩,୪୨୭ ଜଣ ପର୍ଯ୍ୟଟକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ମଙ୍ଗଳବାର ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ନବବର୍ଷ ଅବସରରେ ଆଜି ନନ୍ଦନକାନନରେ ବୁଲିଥିବା ପର୍ଯ୍ୟଟକ ସଂଖ୍ୟା ବିଗତ ବର୍ଷର ରେକର୍ଡକୁ ଭଙ୍ଗ କରିଛି। ସୂଚନା ଅନୁସାରେ ୨୦୧୯ ପ୍ରଥମ ଦିନରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.