Odia News Portal

ନୂଆବର୍ଷରେ କମିଲା ଗ୍ୟାସ୍‌ ସିଲିଣ୍ଡର ଦର

ଦିଲ୍ଲୀ: ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର । କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ସବସିଡି ଗ୍ୟାସ୍‌ ସିଲିଣ୍ଡର ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ଅଣ-ସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ ୧୨୦ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ଦର ।…

୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ବର: ୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ। ବିଶେଷକରି ଫୋକସ୍‌ରେ ରହିଛନ୍ତି ବସ୍ତିର ଯୁବପିଢୀ ଓ ସ୍କୁଲ କାର‌୍ୟ୍ୟକ୍ରମ। କମିଶନରେଟ୍‌ ପୋଲିସ…

ପରିବାର ଓ ଏମସ୍‌ କର୍ମଚାରୀଙ୍କ ସହ ନୂଆବର୍ଷ ପାଳନ

ଦିଲ୍ଲୀ: ହାପି ନ୍ୟୁ ଇୟର କହିଲା ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା । ପରିବାରବର୍ଗଙ୍କ ସହିତ, ଏମସ୍‌ କର୍ମଚାରୀ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛି ଜଗା । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଦେଇଛି। ୨୦୧୮ ମସିହା ଉଭୟ ଜଗା-କାଳିଆଙ୍କ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା । ଜଗା ଏବେ…

ଲୋକଙ୍କୁ ଫ୍ରିରେ ମିଳିବ ଜିଓ ସିମ୍ ଏବଂ ୯୯ ଟଙ୍କାରେ ଅସୀମିତ ମଜା !

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି, ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ…

ସିବିଆଇସି ଅଧ୍ୟକ୍ଷ: ଆଜି ବରିଷ୍ଠ ଓଡିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତୋକୋତର, ଏମଫିଲ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ୧.୧.୨୦୧୯, ମଙ୍ଗଳବାର ଦିନ ଏହି…

ନୂଆ ବର୍ଷରେ କରନ୍ତୁ ଏହି ୧୦ କାମ, ସଫଳତା ଛୁଇଁବ ଆପଣଙ୍କ ପାଦ

ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ପୁରୁଣା ବର୍ଷକୁ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଲୋକଙ୍କ ମଧ୍ୟରେ ନୂଆବର୍ଷକୁ ନେଇ ବେଶ୍ ଉତ୍ସାହ । କିପରି ନୂଆବର୍ଷକୁ ପାଳିବେ ସେନେଇ ସମସ୍ତେ ପ୍ଲାନିଂ ମଧ୍ୟ କରିଛନ୍ତି । କିନ୍ତୁ କଣ…

୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ନିର୍ବାହୀ ଅଧିକାରୀ

ଭଦ୍ରକ : ଲାଞ୍ଚ ନେଇ ଗିରଫ ହେଲେ ନିର୍ବାହୀ ଅଧିକାରୀ । ଏକ ଡ୍ରେନ କାମର ବକେୟା ବିଲ୍‌ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭଦ୍ରକ ଦୋବଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡା । ଏହି ପଞ୍ଚାୟତ ସୋଧ ଗାଁରେ ୨ଲକ୍ଷ ଟଙ୍କାର ଏକ ଡ୍ରେନ କାମ ପାଇଁ ବକେୟା ୪୦ ହଜାର ଟଙ୍କାର ବିଲ୍‌…

କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ  ଏହା ଏକ ଯୁଗାନ୍ତକାରୀ…

କ୍ରାଇମବ୍ରାଞ୍ଚର ମୁଖ୍ୟାଳୟକୁ ଘେରାଉ କଲେ ବିଜେପି ମହିଳା

କଟକ: ଆଜି ରାଜ୍ୟ ରାଜ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଘେରିଲେ ବିଜେପି ମହିଳା ମୋର୍ଚ୍ଚା । ପିପିଲି ଦୁଷ୍କର୍ମ ପିଡିତା ବେବିନାର ଅପରାଧୀ କୋର୍ଟରୁ ନିର୍ଦୋଷରେ ଖଲାସ ହେବାପରେ କ୍ରାଇମବ୍ରାଞ୍ଚର ଅପାରଗତାକୁ ଦାୟୀ କରିଛି ରାଜ୍ୟ ବିଜେପି । ଘଟଣାର ପ୍ରତିବାଦ ଜଣାଇ କ୍ରାଇମବ୍ରାଞ୍ଚ…

ସଡ଼କ ଦୁର୍ଘଟଣା: ୪ ମୃତ୍ୟୁ, ୨ ଗୁରୁତର  

ଚଇତି ଯାତ୍ରା ହେଲା ଶେଷ ଯାତ୍ରା, ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.