ନଦୀରେ ବୁଡି କାଉଡ଼ିଆ ମୃତ
ବୈତରଣୀ ବଲ୍ଲଭିଘାଟରେ ଅଘଟଣ। ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସି ନଦୀରେ ବୁଡିଗଲେ କାଉଡିଆ । ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ବୁଡ଼ିବା!-->…
