ଅଣସର ଘରେ ଚାଲିଛି ତିନି ଠାକୁରଙ୍କ ଗୁପ୍ତ ନୀତି
ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଅଣସର ଘରେ ତିନି ଠାକୁରଙ୍କ ଗୁପ୍ତ ସେବା ନୀତି ଚାଲିଛି। ନୀତି କାନ୍ତି ଅନୁସାରେ ସେବାୟତମାନେ ମହାପ୍ରଭୁଙ୍କ ସେବା କରୁଛନ୍ତି। ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ସିଂହ ଦ୍ୱାରରେ ଏବେ ପଡ଼ିଛି ତାଲା। ମନ୍ଦିର ଲାଗୁଛି ଖାଁ ଖାଁ। ଆଗପରି!-->…
