ଏସ୍ଏଚ୍ଜିଙ୍କ ପାଇଁ ଧାନକିଣାରେ କଟକଣା, ଦକ୍ଷତା ପରଖିବାକୁ ନିର୍ଦ୍ଦେଶ
ରାଜ୍ୟରେ ସରକାର ବଦଳିବା ପରେ ଅନେକ ବିଭାଗରେ ପରିବର୍ତ୍ତନର ଆଭାସ ମିଳିଲାଣି । ଆଇନ କାନୁନ୍ ବଦଳିବା ସହିତ କାର୍ଯ୍ୟଶୈଳୀରେ ମଧ୍ୟ ପରିବର୍ତ୍ତନ ହେଲାଣି । ବିଶେଷକରି ମିଶନ ଶକ୍ତିର ପ୍ରଭାବ ବିଭିନ୍ନ କ୍ଷେତ୍ରରେ କମିବାକୁ ଲାଗିଲାଣି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଭାଗିଦାରୀରେ!-->…
