ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍କା; କୋର୍ଟରେ ପହଞ୍ଚାଇବା ପରେ ଗିରଫ କଲା ସିବିଆଇ
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି। ସିବିଆଇ ଆଜି ତାଙ୍କ ସହ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲା। ସିବିଆଇ ଆଜି ରାଉଜ ଆଭେନ୍ୟୁ କୋର୍ଟର ଅବସରକାଳୀନ ଖଣ୍ଡପୀଠଙ୍କ ଆଗରେ!-->…
