ମାଗଣା ବିଜୁଳିକୁ ନେଇ ବିଜେଡିକୁ କାଉଣ୍ଟର କଲେ ମନମୋହନ
୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ବିଲ୍ ନିର୍ବାଚନ ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ବିଜେପିକୁ ବିଜେଡି ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛି ବିଜେପି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ସଂକଳ୍ପପତ୍ରକୁ ବୋଧହୁଏ ଠିକ୍ ଢଙ୍ଗରେ ପଢିନି ବିଜେଡି । ମୋଦୀ!-->…
