ଝାରସୁଗୁଡ଼ାରେ ପୁଣି ଥରେ ହେବ ଇଭିଏମ୍ ଯାଞ୍ଚ
ଚଳିତ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ହାରର ସମ୍ମୁଖୀନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ମାତ୍ର ନିଜ ହାରକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଦୀପାଳି ଦାସ ପୁଣି ଥରେ ଇଭିଏମ୍ ଯାଞ୍ଚ ପାଇଁ!-->…
