NHରେ ସିରିଜ୍ ଦୁର୍ଘଟଣା; ୪ଟି କାର୍କୁ ପିଟିଲା ଟ୍ରକ୍, ଉତ୍ତେଜନା
ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ୪ରୁ ଅଧିକ କାର୍ ଓ ବାଇକ୍କୁ ଧକ୍କା ଦେଇଛି। ଯାହାଫଳରେ କାର୍ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି!-->…
