Odia News Portal

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ। ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୨୦୦୭ରୁ ୨୦୧୩ ଯାଏଁ ଓଡ଼ିଶାର ରାଜ୍ୟପାଳ ଥିଲେ ମୁରଲୀ ଚନ୍ଦ୍ରକାନ୍ତ ଭଣ୍ଡାରେ। ମହାରାଷ୍ଟ୍ରର ଏହି ବରିଷ୍ଠ କଂଗ୍ରେସ ନେତା ୩ ଥର ସାଂସଦ ଥିଲେ ଏବଂ ସୁପ୍ରିମକୋର୍ଟ…

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ 

ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକରେ ହେବ ଆଲୋଚନା । ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା…

‍ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ‍ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ…

ପରମ୍ପରାରେ ରଜ; ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଏ ଏହି ପର୍ବ

ଓଡ଼ିଶାର ପରମ୍ପରା ଅନନ୍ୟ, ଏହାର ସଂସ୍କୃତି ଅଦ୍ୱିତୀୟ। ଆମେ ପର୍ବ ପାଳୁ ଆମ ପ୍ରକୃତିର ପରିବର୍ତ୍ତନକୁ ନେଇ। ମାଟି, ପାଣି, ପବନ, ଆକାଶ, ନିଆଁ ଏସବୁ ସୃଷ୍ଟିର ମୂଳତତ୍ତ୍ୱ ଏବଂ ଆମେ ଏହି ସବୁକୁ ନେଇ ଉତ୍ସବ ମନାଉ। ଆମ ଭାରତୀୟ ସଭ୍ୟତାରେ ପ୍ରକୃତିକୁ ନାରୀର ଆଖ୍ୟା ଦିଆଯାଇଛି, କାରଣ ଏହା ଆମ…

‘ରୋଷେଇ କରି ଆଗ ଚାଖିବେ ରୋଷେୟା, ସ୍ୱାଦିଷ୍ଟ ନହୋଇଥିଲେ କାର୍ଯ୍ୟାନୁଷ୍ଠାନ’

ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ…

ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ଓଡ଼ିଆଙ୍କ ମରଶରୀର, କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ…

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଭାରତୀୟ ଶ୍ରମିକ ମୃତ

କୁଏତର ଦକ୍ଷିଣାଞ୍ଚଳରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ମୁଖ୍ୟତଃ ଦେଶାନ୍ତରୀ ଶ୍ରମିକମାନେ ରହିଥାନ୍ତି। ଏହି ଅଗ୍ଦିକାଣ୍ଡରେ ଅନ୍ୟ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗୁରୁତର ରହିଛି। ଏହି…

NHରେ ସିରିଜ୍‌ ଦୁର୍ଘଟଣା; ୪ଟି କାର୍‌କୁ ପିଟିଲା ଟ୍ରକ୍‌, ଉତ୍ତେଜନା

ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି। ଯାହାଫଳରେ କାର୍‌ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି…

‘ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ’

ଶ୍ରୀଜିଉଙ୍କ ଦର୍ଶନ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳି ସୁଆଣ୍ଡୋ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏ ଅବସରର…

‘ମୋହନ୍‌ ସରକାର’ର ଦ୍ବିତୀୟ ଦିନରେ ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର

ରାଜ୍ୟରେ ବିଜେପି ସକରାର ଆରମ୍ଭ ହୋଇଛି। ମୋହନ୍‌ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ପରିଚାଳିତ ହେଉଛି। ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିବାର ଅଳ୍ପ ସମୟରେ ବୁଧବାର ରାତିରେ କ୍ୟାବିନେଟ୍‌ ବୈଠକ କରିଥିଲେ। ଏହି ବୈଠକରେ ୪ଟି ପ୍ରସ୍ତାବ ନେଇଥିଲେ, ଯେଉଁଥିରେ ଶ୍ରୀମନ୍ଦିର…