ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ
ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ। ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ରାଜ୍ୟ କାର୍ଯ୍ୟାଳୟରେ!-->!-->!-->…
