ବିଜେଡି ସରକାରକୁ ଓପାଡ଼ି ଫିଙ୍ଗ, ଏଠି ଓଡ଼ିଆ ମୁଖ୍ୟମନ୍ତ୍ରୀ କରିବୁ: ଅମିତ ଶାହ
ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କୌଣସି ବାବୁ ହୋଇପାରିବେନି ବୋଲି କହିଲେ । ଓଡ଼ିଆ କହୁଥିବା!-->…
