ରାଲିରେ ମମତାଙ୍କ ବିରୋଧରେ ଗର୍ଜିଲେ ଶାହ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, ଟିଏମସି 'ମା, ମାଟି ମାନୁଷ' ସ୍ଲୋଗାନ ଦେଇ କ୍ଷମତାକୁ ଆସିଛି। କିନ୍ତୁ ଏବେ ସେମାନେ 'ମୁଲ୍ଲା. ମଦ୍ରାସା, ଏବଂ ମାଫିଆ'ଙ୍କୁ ଅଧିକ!-->…
