ଶାହାଙ୍କୁ ଟକ୍କର ଦେବେ ସୋନାଲ ପଟେଲ
ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା କରୁନାହାନ୍ତି କି ଭୟ ବି!-->…
