Odia News Portal

ଜେଲ ଭିତରେ ବି ଷଡଯନ୍ତ୍ର

ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲ ମେହେର ଗିରଫ ହୋଇ ପାଟଣାଗଡ ଜେଲରେ ରହିବା ପରେ ମଧ୍ୟ ସେ ଅନୁତାପ କରିବା ପରିବର୍ତ୍ତେ ଭୟଙ୍କର ଖେଳ ଖେଳିବା ପାଇଁ ଉଦ୍ୟମ କରିଛି । ଜେଲରେ କିଛି ଦୁର୍ଦାନ୍ତ ଡକାୟତଙ୍କ ସହ ମିଶି ଜେଲରୁ ଖସିଯିବା ପାଇଁ ଉଦ୍ୟମ କରି ଶେଷରେ ପୁଞ୍ଜିଲାଲ ବିଫଳ ହୋଇଛି । ଜେଲ…

କପିଲଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହୋଇପାରନ୍ତି ମୋଦି

କମେଡ଼ି କିଙ୍ଗ୍ କପିଲ୍ ଶର୍ମାଙ୍କ ବାହାଘରର ସେଲିବ୍ରେସନ୍। ଅମ୍ରିତ୍ସର୍ ଓ ମୁମ୍ବାଇରେ ଦୁଇଟି ରିସେପ୍ସନ୍ ପାର୍ଟି ଦେଇ ସାରିବା ପରେ କପିଲ୍ ଏବେ ତୃତୀୟ ପାର୍ଟି ଦେବେ ବୋଲି ଶୁଣିବାକୁ ମିଳିଛି। ଚର୍ଚ୍ଚା ହେଉଛି, ପ୍ରଥମେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କୁ ଏବଂ ଦ୍ୱିତୀୟ ପାର୍ଟିଟି ବଲିଉଡ୍…

କାହିଁକି କରଣ ଜୋହର ନିଜ ଭୁଲ ସ୍ୱକାର କଲେ ଜାଣନ୍ତୁ…

କଫି ଓ୍ଵିଥ୍ କରନରେ ମହିଳା ବିରୋଧୀ ଅଶ୍ଳିଳ ମନ୍ତବ୍ୟ ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଅଡୁଆରେ ପଡିବା ପରେ ଶେଷରେ ମୁହଁ ଖୋଲିଛନ୍ତି ଶୋର ହୋଷ୍ଟ ତଥା ପ୍ରଯୋଜକ ନିର୍ଦ୍ଦେଶକ କରନ ଜୋହର। ଶୋକୁ ନେଇ ବିବାଦ ଦେଖାଦେବା ପରେ ଏପର୍ୟ୍ୟନ୍ତ କରନ ଏକଦମ୍ ଚୁପ୍ ରହିଥିଲେ ତେବେ…

ହାତ ଛାଡି ଶଙ୍ଖ ଧରିଲେ ନବ ଦାସ

ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ସେ ପୁର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡା ବିଧାସଭା ଆସନରୁ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ତାଙ୍କୁ ରାଜ୍ୟ…

କେନ୍ଦ୍ରାପଡାରେ ଉତ୍ତେଜନା, କଫୁ୍ର୍ୟ ଜାରି

ଆଜି କେନ୍ଦ୍ରାପଡା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଫୁ୍ର୍ୟ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୮ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଗତକାଲି କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ…

ଗାନ୍ଧୀ ମାର୍ଗରେ ଆରମ୍ଭ ହେଲା ପରେଡ ରିହଲସଲ

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେଉଛି ପରେଡ ରିହଲସଲ । ଭୁବନେଶ୍ୱର ଡିସିପି ଅନୁପ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଡିଜି ଆର.ପି.ଶର୍ମା ପହଂଚି ସାଧାରଣତନ୍ତ୍ର ଦିବସ ପାଇଁ ହେଉଥିବା ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି । ଏଥର…

ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ : କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଆରମ୍ଭ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରି ନବୀନ ପଟ୍ଟନାୟକ ୨୦୧୯ ନିର୍ବ।ଚନ ପୁର୍ବରୁ କଳାହାଣ୍ଡି ଜିଲ୍ଲାର ନିର୍ବ।ଚନୀ ପ୍ରସଗଂ ଉପରେ ମାଷ୍ଟରା ଷ୍ଟ୍ରୋକ ଖେଳିଛନ୍ତି । ଯାହାକୁ ବିରୋଧୀ ୨୦୦୪ ନିର୍ବ।ଚନ ପୁର୍ବରୁ ଜାରିଗଂ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ…

ମରିଗଲାଣି ମାନବିକତା ! ଚାଉଳ ପାଇଁ ଆସିଥିଲେ, ମାଡ଼ ଖାଇଲେ

କେନ୍ଦୁଝର: ମରିଗଲାଣି ମାନବିକତା । ଭିନ୍ନକ୍ଷମ ଯୁବକ ବିଦେଶୀ ପଲେଇ ଚାଉଳ ଗଣ୍ଡାକ ପାଇଁ ଆସିଥିବାବେଳେ ରେସନ୍‌ କାର୍ଡ ପାଇଁ ତାଙ୍କୁ ମାଡ ମରାଯାଇଛି । ଚାଉଳ ପାଇବା ପରେ କାର୍ଡ ଫେରସ୍ତ ପାଇଁ କହିବାରୁ ଝୁମ୍ପୁରା ବ୍ଲକ୍‌ର ଅର୍ସଳା ପଞ୍ଚାୟତର ଜିଆରଏସ୍‌ ମାଡ଼ ମାରିଛନ୍ତି । ଏପରିକି ଅଭିଯୋଗ…

ନବୀନଙ୍କ ଫୋକସ୍‌ ପଶ୍ଚିମ ଓଡ଼ିଶା ! ଆଜି ବଲାଙ୍ଗିର ଓ ଝାରସୁଗୁଡ଼ାରେ ମେଗା ସୋ

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.