Odia News Portal

ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୪ ଯବାନ ସହିଦ

ପୁଲଓ୍ବାମା : ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ମେଜରଙ୍କ ସମେତ ୪ ଯବାନ ସହିଦ ହୋଇଥିବା ଜଣାପଡିଛି । ଗୁଳିବିନିୟମରେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା…

ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଓ ଭଞ୍ଜନଗର ଗସ୍ତ, ପ୍ରାୟ ୪୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହ ବହୁ ପ୍ରତୀକ୍ଷିତ ବୌଦ୍ଧ-ମର୍ଜାକୁଦ ମହାନଦୀ ସେତୁର ଶିଳାନ୍ୟାସ କରିବେ । ବୌଦ୍ଧ ଏବଂ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ପ୍ରାୟ ୪୦୦ କୋଟି ଟଙ୍କାର ପ୍ରକଳ୍ପ…

ଵିଶ୍ବପ୍ରସିଦ ଯୋରନ୍ଦା ମାଘ ମେଳା ଆରମ୍ଭ

ଢେଙ୍କାନାଳ : ଆଜିଠୁ ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଗାଡ଼ି ମୋଟର ଚଳାଚଳ ପାଇଁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା…

ସହିଦ ଯବାନଙ୍କ ପରିବାରକୁ ୨.୫୧ କୋଟି ଟଙ୍କାର ଘୋଷଣା କଲା ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ

ସିରିଡ଼ି: ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଏବେ ମହାରାଷ୍ଟ୍ରରେ ଥିବା ପ୍ରସିଦ୍ଧ ସିରିଡ଼ି ଶାଇ ବାବାଙ୍କ ମନ୍ଦିରର ପରିଚାଳନା ଟ୍ରଷ୍ଟ୍‍ ପକ୍ଷରୁ ବି ଯବାନଙ୍କ ପରିବାରକୁ ସହାୟତା ମିଳିଛି। ସିରିଡି ଶାଇ ମନ୍ଦିର ପକ୍ଷରୁ ୨.୫୧…

ବିଜୁ ଯୁବ ବାହିନୀ ସମାବେଶ : ଓଡ଼ିଶାର ପରିଚୟ କରିବା ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୨୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ବସୁଧା…

ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ପାକିସ୍ତାନ ଭୟ କରୁଛି ବୋଲି କୁହାଯାଉଛି। ତେଣୁ ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି ନିଆଯାଇଛି।। ସଲମାନ ଖାନଙ୍କ ଫିଲ୍ମ ପାକିସ୍ତାନରେ ଖୁବ ଭଲ ଆୟ କରେ। ସଲମାନଙ୍କ ତୁଳନାରେ ପାକିସ୍ତାନର କଳାକାର ଫିକା ପଡିଯାଆନ୍ତି। ପୁଲୱାମା ଆତଙ୍କୀ…

କଂଗ୍ରେସ ସହ ସିପିଆଇ କରିପାରେ ମହାମେଣ୍ଟ

ଭୁବନେଶ୍ୱର : ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସହିତ ମିଶି ସିପିଆଇ, ସିପିଏମ ଓ ଜେଏମଏମ କରିବେ ମହାମେଣ୍ଟ। ବିଜେଡି ଓ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ୨୦୧୯ରେ ମିଳିତ ହୋଇ ଲଢ଼ିବେ। ଏନଇେ ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡିରାଜା ସ୍ପଷ୍ଟ କରିଥିବାବେଳେ ସିଟି ସେୟାରିଂ ନେଇ…

ଦୁଇ ପ୍ରସିଦ୍ଧ ପାକିସ୍ତାନୀ ପ୍ଲେ ବ୍ୟାକ୍ ସିଙ୍ଗରଙ୍କ ଉପରେ କଡା କର୍ଯ୍ୟାନୁଷ୍ଠାନ

ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହେଉଛି ଦାବି । ଆଉ ପାକିସ୍ତାନକୁ ମୁହଁତୋଡ ଯବାବ୍ ଦେବା ପାଇଁ ବଚନ ଦେଇସାରିଛନ୍ତି ସରକାର । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିସାରିଲାଣି ଭାରତ । ଆଉ…

ପୁଣି ଅଡୁଆରେ ସୁର ବାବା

ଭୁବନେଶ୍ୱର : ପୁଣି ଅଡୁଆରେ ସୁର ବାବା । ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବାଙ୍କ ନାଁରେ ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନାର ଜଣେ ମହିଳା । ଅଭିଯୋଗ ଅନୁଯାୟୀ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହି…

ସେନାର ମୁଖ୍ୟ ଯବାନଙ୍କୁ ଦେଲେ ଭୟାନକ ଚେତାବନୀ : କ’ଣ ଆସନ୍ତୁ ଜାଣିବା

ଜମ୍ମୁ : ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ ରାଓ୍ବତ ନିକଟରେ ଏକ ଚେତାବନୀ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେଉଁ ଅଧିକାରୀ ଏବଂ ଯବାନମାନେ ସୁଗାର ଏବଂ ହାଇପରଟେନସନର ବାହାନା କରି ବିପଦଜନକ ଅଭିଯାନକୁ ଯିବାକୁ ଚାହୁଁନାହାନ୍ତି ଏବେ ତାଙ୍କ ରକ୍ଷା ନାହିଁ। ରାଓ୍ବତ କହିଛନ୍ତି ଯେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.