Odia News Portal

ପ୍ରଣବଙ୍କ ରେକର୍ଡ : 200 ଦିନରେ 243 ପ୍ରକଳ୍ପ

ଯାଜପୁର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ମନ୍ତ୍ରକୁ ହୃଦୟରେ ଧରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଆଗେଇ ଚାଲିଛନ୍ତି । ଗାଁର ବିକାଶ ହିଁ ପ୍ରକୃତ ବିକାଶ । ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇ ଆରମ୍ଭ କରିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସିଧାସଳଖ ଗ୍ରାମବାସୀ ଓ…

ଜଙ୍ଗଲ ଛାଡି ରାଜଧାନୀରେ ପଶିଲା ବାଘ

ରାଜଧାନୀରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଘଟି ଏୟାରପୋର୍ଟ…

ପସାରଦା ଚିଟ ଫଣ୍ଡ ଘଟଣା, ବଦଳି ହେଲେ କୋଲକାତା ପୋଲିସ କମିଶନର

ଗତ କିଛି ହେଲା ଚର୍ଚ୍ଚାରେ ରହିଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର ଜ୍ଝ ସାରଦା ଚିଟ ଫଣ୍ଡ ମାମଲାର ତଦନ୍ତ ବେଳେ ମମତା ବାନାର୍ଜୀଙ୍କ ଘରେ ଚଢ଼ାଉ ବେଳେ ମମତା ବାନାର୍ଜୀଙ୍କୁ ସୁରକ୍ଷା ଦେଇ ବିବାଦୀୟ ହୋଇପଡିଥିଲେ ରାଜୀବ କୁମାର ଜ୍ଝ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ଉଓଊ ବିଭାଗକୁ…

ପାକିସ୍ଥାନ କଳାକାରଙ୍କ ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜର ଦ୍ୱାର ବନ୍ଦ

ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ଦ୍ୱାର ସେମାନଙ୍କ ପାଇଁ ବନ୍ଦ। ପାକିସ୍ତାନ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ଏନେଇ ସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା…

ବିବାହ ପୂର୍ବରୁ ଲିଭ ଇନରେ ରହିବା ଉଚିତ କି ଅନୁଚିତ, ଜାଣନ୍ତୁ

ପ୍ରେମକୁ ବଢାଇବା ପାଇଁ ନାରୀ ଓ ପୁରୁଷର ମିଳନ ହୋଇଥାଏ । ସୃଷ୍ଟିର ନିୟମ ହେଉଛି ନାରୀ-ପୁରୁଷର ଶାରୀରିକ ମିଳନରେ ନୂଆ ସଂସାର ସୃଷ୍ଟି ହୋଇଥାଏ । ଏହି ସମ୍ପର୍କ ସମସ୍ତଙ୍କ ଜୀବନରେ ଅଳ୍ପବହୁତ ଆସିଥାଏ । ହେଲେ ଏହି ମିଳନ ପାଇଁ ସମାଜର କିଛି ନିୟମ ରହିଛି । ଏହି ନିୟମ ହେଲା ବିବାହ ବନ୍ଧନ ।…

ବଦଳିବ ବୌଦ୍ଧର ଚେହେରା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଏବଂ ଭଂଜନଗରରେ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ କରିବା ସହ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧରେ ମୁଖ୍ୟମନ୍ତ୍ରୀ 192 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 777.59 କୋଟି ଟଙ୍କାର…

ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଦେବଗଡ଼ : ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ଆଜି ଦେବଗଡ଼ ଜିଲ୍ଲାରେ ରାସ୍ତାରୋକ ଏବଂ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାର ପ୍ରଭାବରେ ଜିଲ୍ଲାର ଅଧିକାଂଶ  ସ୍ଥାନରେ ଦୋକାନ, ବଜାର ବନ୍ଦ ରହିଛି । ଖାଲି ସେତିକି ନୁହେଁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ…

‘ମୁଁ ନବୀନଙ୍କ ପାଇଁ କହୁଛି’ ସୁନ୍ଦରଗଡ଼ରୁ କାର୍ଯ୍ୟକ୍ରମ ଆରମ୍ଭ

ସୁନ୍ଦରଗଡ଼ : ଆରମ୍ଭ ହେଲା ମୁଁ ନବୀନଙ୍କ ପାଇଁ କହୁଛି କାର୍ଯ୍ୟକ୍ରମ। ୧୯ବର୍ଷ ଧରି ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ମେଧାବୃତ୍ତି ଯୋଜନା, ଲ୍ୟାପଟପ୍‌ ବଣ୍ଟନ ଏବଂ ଚାଷୀଙ୍କ ପୁଅ ଓ ଝିଅଙ୍କ…

୮୨କେଜି ଗଞ୍ଜେଇ ସହ ୪ ଗିରଫ

ଗଜପତି : ଗଞ୍ଜେଇ ବସ୍ତା ଜବତ,୪ ଗିରଫ। ଗଜପତି ଜିଲ୍ଲା ଚୂଡଙ୍ଗପୁର ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି। ଚୂଡଙ୍ଗପୁର ଅଞ୍ଚଳରେ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାତାମ୍‌ ଖାନ୍‌, ମିଜାନ୍‌ ଖାନ୍‌ , ସାହାଙ୍ଗିର ଶେଖ୍‌ ଓ ମୁଶାରଫ ଖାନ୍‌।…

ସାମାନ୍ୟ ବଚସାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

କଟକ : ଏକ ତରଫା ପ୍ରେମର କରୁଣ ପରିଣତି । କଟକରେ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ଗତକାଲି ଜନଗହଳିପୂର୍ଣ୍ଣ ବଜ୍ରକବାଟୀର ଏକ ସପିଂ ମଲରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ସପିଂ ମଲରେ କାମ କରୁଥିଲେ । ଏହି ସମୟରେ ଯୁବକ ଯଣକ ମଲକୁ ହଠାତ ପସି ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.