ଓଡ଼ିଶା କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠିତ
ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନ ପରିଚାଳନା କମିଟି ଗଠନ କରିଛି। ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟିକୁ ଏଆଇସିସି ପକ୍ଷରୁ ଅନୁମୋଦନ କରାଯାଇଛି। ପ୍ରସାଦ ହରିଚନ୍ଦନ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏଥିରେ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି!-->…
