ଚଳନ୍ତା ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ: ୩୦ ମୃତ
ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟଙ୍କର ବସ୍ ଦୁର୍ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କରାଚିରୁ ଇସଲାମାବାଦ ଯାଉଥିବା ଏକ ବସ୍ରେ ନିଆଁ ଲାଗିଯିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ବସ୍ରେ ୪୦ ରୁ ଅଧିକ!-->…
