କଂଗ୍ରେସର ଋଣଛାଡ଼ ପ୍ରତିଶ୍ରୁତି: ଚାହିଁ ବସିଛନ୍ତି ଦୁଇ ରାଜ୍ୟର ଚାଷୀ
ଭୁବନେଶ୍ବର: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିଲା ଋଣଛାଡ଼ ପ୍ରତିଶ୍ରୁତି। ତେବେ ଏହା ୧ ରାଜ୍ୟରେ ପୂରଣ ହେଇଛ ଆଉ ୨ ରାଜ୍ୟ ଚାଷୀ ଚାହିଁ ବସିଛନ୍ତି। ୩ ରାଜ୍ୟରେ ସରକାର ଗଠନ ପ୍ରକିୟା ପରେ ନୂଆ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ହିତ ପାଇଁ…
