ସଡ଼କ ଦୁର୍ଘଟଣା; ଜଳିଗଲେ ୫ ଯାତ୍ରୀ
ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୫ଜଣ ଜୀବନ୍ତ ଦଗ୍ଧ ହେବା ଭଳି ଏକ ଅମାନବୀୟ ଅଘଟଣ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏକ ସ୍ପିଫ୍ଟ ଡିଜାୟାର୍ କାର ଚାଳକଙ୍କ ସାମାନ୍ୟ ଅସାବଧାନତା ଯୋଗୁ ସାମ୍ନାରେ ଯାଉଥିବା ଏକ ବସ୍କୁ!-->…
