Odia News Portal

ବଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍, ୯୮ କୋଟି ଟଙ୍କା ମଞ୍ଜୁର

ଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା। ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ

ସମ୍ବଲପୁର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ୱଲପୁର ଜିଲ୍ଲା ଗସ୍ତ କରିଛନ୍ତି । ଆଜି ସକାଳ ୬ଟାରେ ପାଣ୍ଡିଆନ ସମ୍ବଲପୁରରେ ପ୍ରଥମ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶ୍ରେଣୀରେ ଏଥିରେ ୪ ହଜାର

ଆଜି ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅନ୍ତିମ ଯାତ୍ରା । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ଶେଷକୃତ୍ୟ । ରମ୍ଭା ରାଜପ୍ରାସାଦରେ ଚାଲିଛି ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ । କାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା ।

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀ ଭୁବନେଶ୍ୱରରେ ବିବାହ ମଣ୍ଡପରୁ ଚୋରି । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ  ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ଲୁଟେରା । ସିସିଟିଭି ଫୁଟେଜ ମୁତାବକ ମାତ୍ର ୪ ସେକେଣ୍ଡରେ ୯ ଲକ୍ଷ ଟଙ୍କାର ସୁନାଗହଣା ଗାଏବ । ମୁଣ୍ଡରେ ଟୋପି, ସୁଟ୍ ବୁଟ୍ ପିନ୍ଧି ଏକଦମ୍

ପୋଲିସ ହାତରେ ୨ ଲୁଟେରା

ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ

ଆଉ ନିର୍ବାଚନ ଲଢ଼ିବେନି ସୁର

ଶେଷ ଦିନରେ ବିଧାନସଭାକୁ ସାଷ୍ଟାଙ୍ଗ ପ୍ରଣିପାତ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍

ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର

ଯୋଗଦେବାକ୍ଷଣି ବିଜେଡିର ନୂଆ ଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର । ବିଜେଡିର ଜାତୀୟ ମୁଖପାତ୍ର ଭାବେ ସଂତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ । ସଂଜୟ ଦାସବର୍ମାଙ୍କୁ ମଧ୍ୟ ମୁଖପାତ୍ର ଦାୟିତ୍ୱ ଦେଲେ ସୁପ୍ରିମୋ ।

ଭତ୍ତା ବୃଦ୍ଧି ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ଆସୁଥିବା ବିଭିନ୍ନ ଦାବି ନେଇ ସରକାର ସଚେତନ ଅଛନ୍ତି । ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବେ । ଭତ୍ତା ବୃଦ୍ଧି ନେଇ ଗୃହରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ଲକ୍ଷ ୮ ହଜାର ୯୬୭ ଜଣଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ

ବିକ୍ରମ ପଣ୍ଡା ଗୋପାଳପୁର ବିଜେଡି ପ୍ରାର୍ଥୀ

ବିକ୍ରମ ପଣ୍ଡା ହୋଇପାରନ୍ତି ଗୋପାଳପୁର ବିଜେଡି ପ୍ରାର୍ଥୀ । ଗଞ୍ଜାମ ବିଜେଡି ସଭଆପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସୂଚନା । ଆଶା କରୁଛୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରର୍ଥୀ କରିପାରନ୍ତି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ । ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରର ସଂଗଠନ ଦାୟିତ୍ୱ ଦିଆଯାଇଛି