Odia News Portal

ବନ୍ଦ ହୋଇଯିବ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ: ଦୋକାନୀ ସଂଘ ତରଫରୁ ଚେତାବନୀ

ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ମାର୍କେଟ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହେବାକୁ ଯାଉଛି ବୋଲି ଜାଣିବାକୁ ମିଳିଛି । ଖୁବଶୀଘ୍ର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଚେତାବନୀ ଜାରି କରିଛନ୍ତି

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର‌୍ୟ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷ

ପୁରୀ ରେ ମତ୍ସଜୀବୀଙ୍କୁ ଋଣ ଯୋଗାଇ ଦେବା ନା ରେ କୋଟି କୋଟି ଟଙ୍କାର ଘୋଟାଲା

ପୁରୀ ରେ ମତ୍ସଜୀବୀଙ୍କୁ ଋଣ ଯୋଗାଇ ଦେବା ନାମରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ। ମତ୍ସ୍ୟଜୀବିଙ୍କୁ ଇଞ୍ଜିନ ,ଜାଲ ,ଡଙ୍ଗା ଯୋଗାଇ ଦେବା ପାଇଁ ଆସିଥିବା ଋଣ ରେ ହୋଇଚି ବ୍ୟାପକ ଜାଲିଆତି ।ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ,ବ୍ୟାଙ୍କ କର୍ମଚାରୀ ଏବଂ କେପି କଂଷ୍ଟ୍ରକ୍ସନ ଓ

ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି

ଚକ୍ରନାରାୟଣ ବିମାନରେ ଅଧ୍ଵଷ୍ଠିତ ହୋଇ ନଗର ପରିକ୍ରମା କରିଥାନ୍ତି । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର। ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେପଡ଼ି ଲୋକେ ବେଶ୍ ହଇରାଣ ହେଉଥିଲେ। ବିଭିନ୍ନ ରୋଗ ଓ ମହାମାରୀ ସାହି ସାହିରେ ମୃତ୍ୟୁ ତାଣ୍ଡବ ରଚୁଥିଲା।ଏଭଳି ସ୍ଥିତିରେ

ଖୁବ୍‌ଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍‌ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି

ସେତୁ ଯୋଜନାରେ ୧୦ ପଞ୍ଚାୟତ ସାମିଲ

ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି

ଘରେ ପଶି ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା; ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗିରରେ ଜଘନ୍ୟ କାଣ୍ତ । ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା । ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ବଲାଙ୍ଗିର ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଏଭଳି କାଣ୍ତ ଭିଆଇଛି ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ 

ଲାଞ୍ଚ ନେଉଥିଲେ ସହିଦ ନଗର ଥାନା ASI, ମାଡ଼ିବସିଲା ଭିଜିଲାନ୍ସ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି। ମମତା ଏକ  ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ବଦଳିଲେ ଏଏସ୍‌ଆଇ ସହ ଦୁଇ କନଷ୍ଟେବଳ

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜଣେ ଏଏସ୍‌ଆଇ ଓ ଦୁଇଜଣ କନଷ୍ଟେବଳଙ୍କୁ ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସପି। ସେମାନେ ହେଲେ ଏଏସ୍‌ଆଇ ଅନୁପ ଲୁବୁନ ଓ କନଷ୍ଟେବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକ। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି