ସାଇବର ଠକଙ୍କ ନୂଆ ତରିକା: ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି
‘ହାଲୋ… ଆପଣ ମାନସ ରାୟ କହୁଛନ୍ତି କି? ମୁଁ ଫେଡଏକ୍ସ କମ୍ପାନି କଷ୍ଟମର କେୟାରରୁ କହୁଥିଲି। ଆପଣଙ୍କ ନାଁରେ ଏକ ପାର୍ସଲ ଆସିଛି। ପାର୍ସଲରେ କିଛି ନିଶା ଦ୍ରବ୍ୟ ରହିଛି। ମୁମ୍ବାଇ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍ ପେମେଣ୍ଟ!-->…
