ବାହାନଗା ଟ୍ରେନ ଟ୍ରାଜେଡି: ୭ ସସ୍ପେଣ୍ଡ୍
ବାଲେଶ୍ୱର ବାହାନଗା ଟ୍ରେନ ଟାଜେଡିରେ ୭ଜଣ କର୍ମଚାରୀ ସସ୍ପେଣ୍ଡ ହୋଇଥିବା ଜଣାପଡିଛି । ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍ପେଣ୍ଡ୍ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନୀଲ କୁମାର ମିଶ୍ରାଙ୍କ ସୂଚନା । ସିବିଅ୍ଧବ ଓ ସିଆରଏସ୍ ଘଟଣାରୁ ତଦନ୍ତ ଜାରି ରହିଛି । ରେଲେୱ ପ୍ରଶାସନ!-->…
