Odia News Portal

ସରକାରୀ ଡାକ୍ତରଖାନାରେ ଦଲାଲି ରୋକିବା ପାଇଁ ନିର୍ଦ୍ଦେଶ

ରାଜ୍ୟର ସବୁ ମେଡିକାଲରେ ଦଲାଲି ରୋକିବା ପାଇଁ ରାଜ୍ୟ ସରକାର ସବୁ ମେଡିକାଲ କଲେଜ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ସ୍ୱାସ୍ଥ୍ୟବିଭାଗ ସଚିବ ଶାଲିନୀ ପଣ୍ଡିତ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସମସ୍ତ ସରକାରୀ ଡାକ୍ତରଖାନା ଗୁଡିକରେ ଦଲାଲି ଚାଲିଥିବା

ମହୁମାଛି ଆକ୍ରମଣରେ ୬ ଛାତ୍ରଛାତ୍ରୀ ଆହତ

ମହୁମାଛି ଆକ୍ରମଣରେ ୬ ଜଣ ଛାତ୍ରଛାତ୍ରୀ ଆହତ । ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି । ଆହତ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ନେଇ

ଶଙ୍ଖ ଭବନରେ ଯୁବ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସମାଜ ହେଉ, ବା ରାଜ୍ୟ, ବା ଦେଶର ବିକାଶର କଥା ହେଉ ସବୁ କ୍ଷେତ୍ରରେ ଯୁବ ସମାଜ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।ଓଡ଼ିଶାର ଉନ୍ନତି ଓ ପ୍ରଗତିରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଯୁବବର୍ଗଙ୍କୁ ସଶକ୍ତ ଓଡ଼ିଶାର ଗଠନରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜି ଯୁବ ବିଜେଡିର ରାଜ୍ୟ

ଡିଏନ୍ ଗ୍ରୁପରେ ଚଢଉ ବେଳେ ମିଳିଲା ଫେକ୍ ନୋଟ୍ 

 ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ୍ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର । ଏହା ସହ ରେଡ଼ ବେଳେ ଗୋଟିଏ ଆଟାଚ୍ ମଧ୍ୟ ମିଳିଛି । ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଥିବା ସୂଚନା

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରଉ,ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ଚୁକ୍ତି ଭିତ୍ତିକ ନର୍ସ ମାନଙ୍କ ଦ୍ୱାରା ଦୀର୍ଘ ଅଧଘଂଟା ରୁ ଉର୍ଦ୍ଧକାଳ ଘେରଉ ର ସମ୍ମୁଖୀନ ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଆଜି କଟକ ଯାଇ ଆଚର୍ୟ୍ୟ ହରିହର କର୍କଟ ରୋଗ ଚିକିତ୍ସା ଗବେଷଣା କେନ୍ଦ୍ର ବୋର୍ଡ ପୌରପରିଷଦରେ ପ୍ରତିଷ୍ଠାନର ଏକ ବିଭାଗୀୟ

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ,୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ। ସିନ୍ଦ୍ରୀମାଳ RI ସୀମାଞ୍ଚଳ

ପକେଟକୁ ବାଧୁଛି କଞ୍ଚାଲଙ୍କା ଆଉ ଅଦା ଦର

ଖାଲି ଟମାଟୋ, ବାଇଗଣ କି କାକୁଡ଼ି ନୁହେଁ ପକେଟକୁ ବାଧୁଛି କଞ୍ଚାଲଙ୍କା ଆଉ ଅଦା ଦର । ରୋଷେଇ ଘରୁ ଉଭାନ ହୋଇଗଲାଣି ଲଙ୍କା । ଜଳଖିଆ ଦୋକାନରେ ବି କଞ୍ଚା ଲଙ୍କା ଦେଖିବା ସ୍ବପ୍ନ । ରାଜ୍ୟରେ ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର । ବଜାରରେ କଞ୍ଚାଲଙ୍କା କେଜି ପିଛା ଦର ରହିଛି ୪୦୦ ଟଙ୍କା ।

ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ଶୁଣାଣି

ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ରହିଛି । ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଛନ୍ତି ପୂର୍ବତନ ରାଜ୍ୟ

ହାଇକୋର୍ଟରେ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ଆଜି ରୋକ ଲଗାଇଛନ୍ତି । ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟ ବିଦ୍ୟାଭାରତୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିବା ବେଳେ ସେ ଫେରାର ଥିଲେ । ହେଲେ ବିଦ୍ୟାଭାରତୀ