Odia News Portal

କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ନିଆଁ : କେନ୍ଦ୍ରାପଡାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ

କୋଲକାତାରୁ ପାରାଦୀପ ଆସୁଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯିବାରୁ ଜଣେ ଓଡ଼ିଶାର ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର ପୁ‌ଷ୍ପାଞ୍ଜଳି ଦାସ ବୋଲି ଜଣାପଡିଛି । ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁରେ

କଂଗ୍ରେସ କରିବ ତୁଳସୀ ଯାତ୍ରା

ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା । ଅଭିନବ ପ୍ରତିବାଦ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା । ନଭେମ୍ବର ଶେଷ ସୁଦ୍ଧା ସବୁ ଗାଁ ଓ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ । ସବୁ ଅଞ୍ଚଳରୁ ସଂଗ୍ରହ ପରେ କଂଗ୍ରେସ ଭବନକୁ ଆସିବ ତୁଳସୀ । ଭୁବନେଶ୍ୱର କଂଗ୍ରେସ ଭବନରୁ ତୁଳସୀ

ଟ୍ୱିନ୍ ସିଟିରେ ରାତି ୧୦ ପରେ ବାଣ ମନା

ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନରଙ୍କ ସୂଚନା । ରାତି ୧୦ ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ । ୧୨୫ ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଦୀପାବଳିରେ ଦୀପ ଜାଳି , ସବୁଜ ବାଣ

ଆଜି ମାଣ୍ଡିଆ ଦିବସ

 ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୨୨ ମସିହା ମାର୍ଗଶୀର ମାସର ପ୍ରଥମ ଗୁରୁବାର(ନଭେମ୍ବର ୧୦ ତାରିଖ)କୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ ଆରମ୍ଭ କରିଥିଲେ। ଏହାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ମାଣ୍ଡିଆ

ଶପଥ ନେଲେ ୩ ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟର ତିନିଜଣ ନବନିଯୁକ୍ତ ବିଚାରପତି ଗୁରୁବାର ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ସେମାନଙ୍କୁ ଶପଥପାଠ କରାଇଛନ୍ତି । ନୂତନ ବିଚାରପତିମାନେ ହେଲେ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ ମାଶି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

ବାଇକ – ଟ୍ୟାଙ୍କର ଧକ୍କାରେ ୨ ମୃତ, ଜଣେ ଗୁରୁତର | ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଉଥିଲା ବେଳେ ଦୁର୍ଘଟଣା । ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ମୃତ, ଗର୍ଭବତୀ ଗୁରୁତର । ଗୁରୁତର ମେଡିକଲରେ ଭର୍ତ୍ତି , ମୃତାହତ ୩ ଜଣ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ୨ ମୃତ , ୧୫ ଗୁରୁତର

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ। ଫଳରେ ଜୀଅନ୍ତା ଜଳିଗଲେ ୨ ଯାତ୍ରୀ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ଗତକାଲି ଜୟପୁରରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ

ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ

ଦିଲ୍ଲୀକୁ ଫେରିଲା ଅଡ-ଇଭିନ ଫର୍ମୁଲ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ