ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା
ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା। ସପ୍ତାହକୁ ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଉଡ଼ିବ ବିମାନ। ଏନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ବାନ୍ ଏୟାର। ପ୍ରାରମ୍ଭିକ ଅଫରରେ ମାତ୍ର ୨୯୯୯ ଟଙ୍କାରେ!-->…
