ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା
ଗତ ଗୁରୁବାର ଦିନ ସନ୍ଧ୍ୟା ରେ ଗଞ୍ଜାମ ବିଜେଡି ପକ୍ଷରୁ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ର ଆୟଜନ ହୋଇଥିଲା ।ଏହି ଅବସରରେ…
