ସରକାରୀ ସ୍କୁଲରେ ବି କମିବ ବସ୍ତାନୀ ବୋଝ
ଘରୋଇ ସ୍କୁଲ ପରେ ସରକାରୀ ସ୍କୁଲରେ ବି ଅଧିକ ଓଜନର ବ୍ୟାଗ ପିଲାଙ୍କ ଲାଗି ବାରଣ ହେବ । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସରକାରୀ ସ୍କୁଲ ଉପରେ ନଜର ରଖାଯାଇଛି । ଏହି ବ୍ୟାଗ ଯାଞ୍ଚ ପ୍ରକ୍ରିୟା ସହିତ ଘରୋଇ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ଯେଉଁ!-->…
