ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵରେ କରାଗଲା ଲେଜର ସ୍କାନିଂ
ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵ ଅମୁହାଁମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ କରାଯାଉଛି ଲେଜର ସ୍କାନିଂ | ଆଜି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିବ | ବିଭିନ୍ନ ଦିଗକୁ ନଜରରେ ରଖି ରିପୋର୍ଟ ପ୍ରସ୍ତୁତ କରାଯିବ | ତେବେ ରିପୋର୍ଟ ଆସିଲା ପରେ ଶ୍ରୀମନ୍ଦିର!-->…
