ତାମିଲନାଡୁର ପୂର୍ବତନ ସ୍ପେଷାଲ ଡିଜି ରାଜେଶ ଦାସଙ୍କୁ ଜେଲ
ତାମିଲନାଡୁର ପୂର୍ବତନ ସ୍ପେଷାଲ ଡିଜି ରାଜେଶ ଦାସଙ୍କୁ ଜେଲ । ୩ ବର୍ଷ ଜେଲ ଓ ୧୦ ହଜାର ଜରିମାନା କଲେ ଭିଲୁପୁରମ କୋର୍ଟ । ଜଣେ ମହିଳାଆଇପିଏସ୍ଙ୍କୁ ପୂର୍ବତନ ଯୌନ ନିର୍ଯ୍ୟାତନା ମାମଲାରେ ଜେଲ ଦଣ୍ଡ । ରାଜେଶ ଦାସଙ୍କ ସହ ତତ୍କାଳୀନ ରେଙ୍ଗାଲପାଟୁ ଏସ୍ପିଓଙ୍କୁ ବି ଜରିମାନା କରାଯାଇଛି ।!-->…
