Odia News Portal

+୩ ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ

ଯୁକ୍ତ ତିନି ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ ପାଇଛି । ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍  ୧୯ରୁ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ଜୁଲାଇ ୪ ତାରିଖ ଆବେଦନର ଶେଷ ତାରିଖ ରହିଛି । ଜୁଲାଇ ୧୪ ତାରିଖରେ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ

ବିଦ୍ୟୁତ କାଟ ସମସ୍ୟାକୁ ଦୁରପାଇଁ ତତକାଳ ପଦକ୍ଷେପ ନିଅ: ପ୍ରଦୀପ ଜେନା

ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ। ହୋଇଛି। ଉକ୍ତ ବୈଠକରେ ବିଜୁଳି ସମସ୍ୟା ନେଇ ଆଲୋଚନା ହୋଇଛି। ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ

ଅସହ୍ୟ ତାତି ପାଇଁ ଟ୍ୱିନ୍‌‌ ସିଟିକୁ ଆଲର୍ଟ ଜାରି

ସାରା ରାଜ୍ୟରେ ଅନୁଭବ ହେଉଛି ପ୍ରଚଣ୍ଡ ଖରା। ଅଧିକାଂଶ ସ୍ଥାନ ସହ ରାଜଧାନୀରେ ଅସହ୍ୟ ତାତି ଜାରି ରହିଛି। ଅସହ୍ୟ ତାତି ପାଇଁ ଆଜି କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସ୍ୱଭାବିକ ତୁଳନାରେ ୬.୫ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରହିବ। ଏନେଇ

ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କଟକ ସଦର ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଆଜି ଚଢ଼ଉ କରିଛି । ଭୁବନେଶ୍ୱରର ୨ଟି ଓ କଟକ ସ୍ଥିତ ବାସଭବନରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ବାସଭବନ, କଟକ

୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ

ପୁଣି ଅଘଟଣ, ପଶ୍ଚିମବଙ୍ଗରେ ଟ୍ରାକରୁ ଖସିଲା ଟ୍ରେନ୍

ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେନସନରେ ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ତାପରକୁ ତାପର ଘଟି ଚାଲି ଅନେକ ରେଳ ଦୁର୍ଘଟଣା । ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମେଦିନୀପୁରରୁ ହାୱାଡ଼ା ଯାଉଥିବା ଏକ ଲୋକାଲ ପାସେଞ୍ଜର ଟ୍ରେନଟି

ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି

ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି

ବିଦ୍ୟୁତ୍ କାଟ, ଜରୁରୀ ବୈଠକ ଡାକିଲେ ମୁଖ୍ୟ ସଚିବ

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।ରାଜ୍ୟରେ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା ପୁଅ ମୃତ୍ୟୁ

ଟାଟା ପାୱର ଡିଷ୍ଟ୍ରିଵ୍ୟୁସନ କମ୍ପାନୀ କଳାବୈଶାଖୀ କୋଳୋରେ ଲୋକଙ୍କ ଜୀବନ ହାନୀ ଯେପରି ନଘଟେ ସେଥିପାଇଁ କୁଆଡ଼େ ଭାରି ସତର୍କତା ର ସହିତ କାର୍ଯ୍ୟ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛି l ହେଲେ ଛିଣ୍ଡିପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି କେତେ ଲୋକଙ୍କର ଜୀବନ ଗଲାଣି ତାର ହିସାବ