୭ କେଜି ଗଂଜେଇ ଜବତ, ୩ ଅଭିଯୁକ୍ତ ଗିରଫ
ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସର ଚଢ଼ାଉ l ବାଲିଗୁଡା ଥାନା ମିଡ଼ିଆପାଙ୍ଗା ବ୍ରିଜ ନିକଟରେ ୭ କେଜି ଗଂଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ l
ଢୋଲ ଭିତରେ ଗଂଜେଇ ରଖି ବ୍ରିଜ ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ!-->!-->!-->…
