ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ଜୁଆଡ଼ି, ଚାରିଆଡ଼େ ଚାଲିଛି ଜୁଆ ଖେଳ
ଗାଁରେ ଜୁଆ...ଯୁଆଡ଼େ ଦେଖିବେ, ଯୁଆଡ଼େ ଚାହିଁବେ ସିଆଡ଼େ ଚାଲିଛି ଖେଳ । କୁମାର ପୂର୍ଣ୍ଣିମା ଅବସରରେ ଏବେ ଗଂଜାମ ଜିଲ୍ଲାରେ ଚାଲିଛି ତାସ୍ ଖେଳ । ସର୍ବସ୍ୱ ହରାଉଛନ୍ତି ଲୋକେ, ଗଣ୍ଡଗୋଳ ବି ହେଉଛି ।
ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ଗାଁରେ ଗତକାଲି ରାତିରେ ଜୁଆ ଖେଳୁଥିବା ବେଳେ ପୋଲିସ୍!-->!-->!-->…
