ବାଣ ବିସ୍ଫୋରଣରେ ଜଣେ ମୃତ, ଖଲ୍ଲିକୋଟ କୈଠଡା ଗାଁରେ ଘଟିଛି ଅଘଟଣ
ବାଣ ବିସ୍ଫୋରଣରେ ଜଣେ ମୃତ । ବାଣ ଭିଡ଼ୁଥିବା ବେଳେ ଘଟିଛି ଅଘଟଣ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ । ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହେବାରୁ ପିଣ୍ଟୁ ପଲେଇଙ୍କ ମୃତ୍ୟୁ ଘଟିଛି । ବିସ୍ପୋରଣରେ ପିଣ୍ଟୁଙ୍କ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ପୋଡ଼ି…
