Odia News Portal

ଦୁଇ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ଜିଲ୍ଲା ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ରାଜପୋରା ଅ଼ଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ…

ରାମଗଡ ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ

ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ…

ରିମ୍ ଶେଖ୍ ଶୀଘ୍ର କରିପାରନ୍ତି ବିବାହ : ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ପ୍ରେମ ଅନ୍ଧ ହୋଇଥାଏ, ଏହି ଲାଇନକୁ ଏବେ ଯାଏଁ ଅଧିକାଂଷ ଫିଲ୍ମଷ୍ଟାର ସାବ୍ୟସ୍ତ କରିସାରିଲେଣି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ନିଜଠୁ ଛୋଟ,ନିଜଠୁ ବଡ଼ କିମ୍ବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ବିବାହ କରିଥାଆନ୍ତି। ଆଜି ଆମେ ଜାଣିବା ଏପରି ଏକ…

ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ

ମୟୂରଭଞ୍ଜ : ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ୩ ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଉତ୍ତେଜନା । ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ଆଜି ସ୍କୁଲରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା । ଉତ୍ତ୍ୟକ୍ତ…

ଥାନା ଭିତରେ ମହିଳାଙ୍କୁ ଧକ୍କା ମାରି ନିଲମ୍ବିତ ହେଲେ ଏଏସ୍‌ଆଇ

ବେଙ୍ଗାଲୁରୁ: ବେଙ୍ଗାଲୁରୁ କେ.ଏସ୍ ଲେଆଉଟ୍ ଥାନରେ ଘଟିଛି ଅତି ଅମାନବୀୟ କାଣ୍ଡ । ଥାନରେ ଜଣେ ଏଏସ୍ଆଇ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଥାନା ଭିତରେ ଟଣାଓଟରା କରିବା ସହ ତାଙ୍କୁଧକ୍କା ମାରି ଥାନାରୁ ବାହାର କରି ଦେଇଥିଲେ । ତେବେ ଏହି ଘଟଣାରେ ଉକ୍ତ ଥାନାର ଏଏସ୍ ଆଇ…

ବଜେଟ ପୂର୍ବରୁ ଆସିଲା ଖୁସୀ ଖବର : କମିଲା ରନ୍ଧନ ଗ୍ୟାସ୍‌ ଦର

ନୂଆଦିଲ୍ଲୀ : କମିଲା ରନ୍ଧନ ଗ୍ୟାସ୍‌ ଦର । ସବସିଡି ଗ୍ୟାସ୍‌ ସିଲିଣ୍ଡର ଉପରେ ୧.୪୬ ପଇସା ଓ ଅଣସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡର ପିଛା ୩୦ ଟଙ୍କା କମିଛି । ଚଳିତ ମାସ ତୃତୀୟଥର ପାଇ୍ୟ ରନ୍ଧନ ଗ୍ୟାସ୍‌ ଦର କମ୍‌ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଦର କମିଥିବା ଯୋଗୁଁ ଭାରତରେ ମଧ୍ୟ ଏଲ୍‌ପିଜି…

ଏବେ ବି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ରାଜା ନବୀନ

ଭୁବନେଶ୍ୱର () ବିରୋଧୀଙ୍କ କୌଣସି ଅଭିଯୋଗ ଓଡିଶାବାସୀଙ୍କ ମନକୁ ଛୁଉଁନି । ଏବେ ନବୀନ ଲୋକପ୍ରିୟତାରେ ସବୁଠୁ ଆଗରେ । ରାଜ୍ୟର ସର୍ବାଧିକ ଲୋକ ନବୀନଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ରିପୋର୍ଟ…

ସମସ୍ୟା ବୁଝିବ କମିଟି

ଭୁବନେଶ୍ବର () ବିଭିନ୍ନ ସଂଗଠନ ଓ ସଂଘର ବିଭିନ୍ନ ସମସ୍ୟାର ଅନୁଧ୍ୟାନ ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ବାଣିଜ୍ୟ ଓ ପରିବହନ…

ପିଆଜ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳେ ଜାଣନ୍ତୁ …

ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ ପିଆଜ । ଏହା ସହିତ ପିଆଜର ରହିଛି ଅନେକ ଔଷଧୀୟ ଗୁଣ । ବେଶ୍ କିଛି ରୋଗକୁ ଭଲ କରିଥାଏ ଏହି ପିଆଜ । ପିଆଜରେ କେଲିସିନ ଏବଂ ଭିଟାମିନ୍ ‘ବି’ ପର୍ୟ୍ୟାପ୍ତ ପରିମାଣରେ ମିଳିଥାଏ। ପିଆଜ ଜିବାଣୁ ନିରୋଧକ, ମାନସିକ ଚାପକୁ ଭଲ କରେ, ଯନ୍ତ୍ରଣା ନିବାରକ, ମଧୁମେହ…

ଭୁବନେଶ୍ୱରର ଗୋଟିଏ ମଂଚରେ ଶ୍ରୀକାନ୍ତ ଓ କେଜି୍ରୱାଲ

ଆମ ଆଦମୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଭୁବନେଶ୍ୱର ସଭାରେ ଆଜି ଦେଖିବାକୁ ମିଳିଛି ପୂର୍ବତନ କେନ୍ଦମନ୍ତ୍ରୀ ତଥା କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କୁ । ଭୁବନେଶ୍ୱର ଲୋୟର ପିଏମଜି ଛକ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଏହି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.