Odia News Portal

କଟକରେ ପୋଲ ଭୁଶୁଡି ନାବାଳିକା ଗୁରୁତର

ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଭୁଷୁଡିଲା ପୋଲ । ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡିଲା । ଜଣେ ନାବାଳିକା ପୋଲ ଉପରେ ଯିବା ବେଳେ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଆସନ୍ତା କାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ, ଏ ନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ସୂଚନାଯୋଗ୍ୟ, ମାର୍ଚ୍ଚ ୧ରୁ +୨ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା ।

ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଅସହ୍ୟ ଗରମ ଓ ଗୁଳୁଗୁଳିରେ ବ୍ୟତିବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପଶ୍ଚିମରେ ପ୍ରବଳ ତାତି କଲବଲ କରୁଥିବା ବେଳେ ଉପକୂଳ ଓ ଅଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୩ ଡିଗ୍ରୀ

ସମାନ ଗୋତ୍ରରେ ପୁଅ-ଝିଅ ବିବାହ କଲେ ହୋଇଥାଏ ଏହିସବୁ ଅସୁବିଧା

ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ ମହତ୍ତ୍ବ ରହିଛି। ସେଭଳି ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ହେବା ଖୁବ୍ ଜରୁରୀ ବୋଲି ମନେକରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ। ଯଦି ଗୋଟିଏ ଗୋତ୍ରର ପୁଅ ଏବଂ

ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଛନ୍ତି: ସୁରେଶ ରାଉତରାୟ

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ ରାଉତରାୟ। ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ଉଚିତ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଉଛି ବୋଲି ସୁର ରାଉତ କହିଛନ୍ତି। ଆବାସ ଯୋଜନାରେ

ଡିଜିଟାଲ ମୋଡରେ ଲାଞ୍ଚ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଓଡ଼ିଶା ଭିଜିଲାନ୍ସ

ଡିଜିଟାଲ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଭିଜିଲାନ୍ସ ବିଭାଗ। ଏହି ମୋଡରେ ଲାଞ୍ଚ କାରବାରର ପ୍ରମାଣ ମିଳିଲେ ଉଭୟ ଲାଞ୍ଚ ନେଉଥିବା ଓ ସାହାଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଭିଜିଲାନ୍ସ। ଫୋନ୍ ପେ ମାଧ୍ୟମରେ ଓ ଲାଞ୍ଚ

କନ୍ୟା ସନ୍ତାନକୁ ବିଷ ଇଞ୍ଜେକ୍ସନ୍ ଦେଲା ପିଶାଚ ବାପା

ଏକବିଂଶ ଶତାବ୍ଦୀରେ ସଭ୍ୟସମାଜ ମାନସିକ ବିକାରଗ୍ରସ୍ତ ଚିନ୍ତାଧାରାରେ ମଣିଷକୁ ପିଶାଚଗାମୀ କରାଇ ଘୃଣ୍ୟତାର ଶେଷ ସୀମାରେ ପହଞ୍ଚାଇ ନର ରାକ୍ଷାସରେ ପରିଣତ କରିପାରେ । ଘୃଣ୍ୟ ମାନସିକତାର ବଶବର୍ତ୍ତୀ ହୋଇ ନର ପିଶାଚ ସାଜି ନିଜ ଶିଶୁକନ୍ୟାକୁ ଅଲୋଡ଼ା ଭାବି ହତ୍ୟା କରିବାକୁ ପଛାଇ ନାହିଁ ।

୨୩ ବର୍ଷରେ ୨୫ ଗୁଣ ବଢିଛି ବଜେଟ

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗଦାନ କରିଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀରେ

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ ସମର୍ଥନ କରିବ ନାହିଁ କଂଗ୍ରେସ

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମ୍ପ୍ରତି ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ସେ ସମସ୍ତ ବିରୋଧୀ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରୁଛନ୍ତି। କିନ୍ତୁ