ନବଙ୍କୁ ମାରିବା ପାଇଁ ନଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ
ଖୋଲିଛି ନବଦାସ ମୃତୁ୍ ରହସ୍ୟ ମାମଲା । କ୍ରାଇମବ୍ରାଂଚ ଆଜି ଏହି ମୃତୁ୍ ମାମଲାର ପଦାର୍ଫାସ କରି ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟ ଉଲ୍ଲେଖ ଅନୁସାରେ ଗୋପାଳ ବହୁ ପୂର୍ବରୁ ନବଦାସକୁ ମାରିବା ପାଇଁ ଯୋଜନା କରିଥିଲା । ନିର୍ବାଚନ ପୂର୍ବରୁ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଅଟକାଇ!-->…
